Live Live
LIVE

ରାଜ୍ୟ

ଆସନ୍ତାକାଲି ବିଜେଡି ପାଳିବ ୨୯ ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଆଭିମୁଖ୍ୟ ଉପରେ ସଭିଙ୍କ ନଜର

ଆସନ୍ତାକାଲି ବିଜେଡି ପାଳିବ ୨୯ ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଆଭିମୁଖ୍ୟ ଉପରେ ସଭିଙ୍କ ନଜର

December 25, 2025

ଭୁବନେଶ୍ଵର: ଆସନ୍ତାକାଲି ବିଜେଡି ତାର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ବୁଥ ସ୍ତରରୁ ନେଇ ରାଜ୍ୟ ସ୍ତର ଯାଏଁ ପାଳନ କରିବ ଦଳ । ହେଲେ ସରକାରରୁ ଗଲା ପରେ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ନବୀନଙ୍କ ଆଭିମୁଖ୍ୟକୁ ନେଇ ସମସ୍ତଙ୍କର ନଜର ରହିଛି । ଆଗାମୀ ବର୍ଷେ ପାଇଁ କଣ ରହିବ ବିଜେଡିର ଆଭିମୁଖ୍ୟ...

ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ S.O.Gର ଅବଦାନ ଅନନ୍ୟ: ମୁଖ୍ୟମନ୍ତ୍ରୀ

December 25, 2025

ଭୁବନେଶ୍ଵର: ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାର......

ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ S.O.Gର ଅବଦାନ ଅନନ୍ୟ: ମୁଖ୍ୟମନ୍ତ୍ରୀ

ମହୋଦଧିରେ ଭାସିଆସିଲେ ଜଗନ୍ନାଥ …ବଡ଼ ବିସ୍ମୟ କେଉଁଠୁଆସିଲେ ମହାବାହୁ…କମ୍ପିଲା ତଟ ଧରାଧରି କରି କୂଳକୁ ଆଣିଳେ ଶ୍ରଦ୍ଧାଳୁ

December 25, 2025

ପୁରୀ: ସମୁଦ୍ର ଢେଉରେ ଭାସିଲେ ମହାବାହୁ । ଭାସିଲେ ନୁହେଁ ଭାସି ଆସିଲେ ବିଗ୍ରହ । ହଁ ମହୋଦଧି ତଟରେ ମନେ ହେଉଥିବା ଏହି ନିଆରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ । ଦୃଶ୍ୟରେ ପ୍ରଭୁ ଜଗନ୍ନାଥଙ୍କ ଏକ ବିଗ୍ରହ ଭାସି ଆସୁଛନ୍ତି । ସମୁଦ୍ର ତଟ......

ମହୋଦଧିରେ ଭାସିଆସିଲେ ଜଗନ୍ନାଥ …ବଡ଼ ବିସ୍ମୟ  କେଉଁଠୁଆସିଲେ ମହାବାହୁ…କମ୍ପିଲା  ତଟ ଧରାଧରି କରି କୂଳକୁ ଆଣିଳେ ଶ୍ରଦ୍ଧାଳୁ

କୁମ୍ଭୀର ମୁହଁରୁ ସାଥୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ମାଙ୍କଡ଼ପଲ

December 25, 2025

କେନ୍ଦ୍ରାପଡ଼ା: ଯେଉଁଠି ମଣିଷ ବିପଦ ବେଳାରେ ମଣିଷର ହାତ ଛାଡ଼ି ଦେଉଛି ସେଠି ମାଙ୍କଡ଼ ମାନେ କିନ୍ତୁ ନିଜର ଏକତା ଦେଖାଇଛନ୍ତି l କୁମ୍ଭୀର ମୁହଁରୁ ନିଜ ସାଥୀକୁ ବଞ୍ଚାଇବା ପାଇଁ ମାଙ୍କଡ଼ ପଲ ନଦୀକୁ ଡେଇଁ ପଡ଼ିଛନ୍ତି l ଏମିତି ଏକ ହୃଦୟ ଥରାଇ......

କୁମ୍ଭୀର ମୁହଁରୁ ସାଥୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ମାଙ୍କଡ଼ପଲ

ବେପାର ପାଇଁ ଗାଡ଼ି ଡିକିରେ ଆଣିଥିଲା ବ୍ରାଉନ ସୁଗାର, ଖବର ପାଇ ଧରିଲା ପୋଲିସ

December 25, 2025

ପୁରୀ ୨୫।୧୨: ବ୍ରାଉନସୁଗାର ବ୍ୟବସାୟ ପାଇଁ ଯୋଜନା ଚାଲିଥିବା ବେଳେ ମାଡ଼ି ବସିଲା ପୁରୀ ଅବକାରୀ ବିଭାଗ । ୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହିତ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟ......

ବେପାର ପାଇଁ ଗାଡ଼ି ଡିକିରେ ଆଣିଥିଲା ବ୍ରାଉନ ସୁଗାର, ଖବର ପାଇ ଧରିଲା ପୋଲିସ