ରାଜ୍ୟ

ବାରମ୍ୱାର ନାରାବାଜୀ, ବାରମ୍ୱାର ହଟ୍ଟଗୋଳ...ସରିଗଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ବାରମ୍ୱାର ନାରାବାଜୀ, ବାରମ୍ୱାର ହଟ୍ଟଗୋଳ...ସରିଗଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

February 25, 2026

ଭୁବନେଶ୍ୱର ୨୫/୦୨: “ଠନ୍ ଠନ୍...ଲଣ୍ଠନ...କଟ୍ନି ଛଟ୍ନି... ହାଏ ହାଏ, ଚଳିବ ନାହିଁ...” । ପ୍ରତିଦିନ ପୂର୍ବାହ୍ନରେ ବିଧାନସଭା ଆରମ୍ଭ ସହ ଏମିତି ନାରାବାଜି ଆରମ୍ଭ ହୋଇ ଯାଉଥିଲା । ଗୃହ ମଝିକୁ ଚାଲି ଆସି ପ୍ରତିବାଦ କରୁଥିଲେ ବିରୋଧୀ ଦଳ । ଚାଷୀଙ୍କ ଧାନ ନ ଉଠିବା ଓ ମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ଏମିତି କମ୍ପୁଥ...

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ, କୋଲ୍ ଭେଣ୍ଡରଙ୍କ ଲାଇସେନ୍ସ ପାଇଁ ନେଉଥିଲେ ଲାଞ୍ଚ

February 24, 2026

ଚୌଦ୍ବାର: ଲାଞ୍ଚ ନେବା ସମୟରେ ଧରା ପଡ଼ିଲେ କଟକ ସର୍କଲ ଡେପୁଟି ମାଇନିଙ୍ଗ ଅଫିସର। କୋଇଲା ଡିପୋ ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଡେପୁଟି ମାଇନିଙ୍ଗ ଅଫିସର ଦେବବ୍ରତ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ସୂ......

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ, କୋଲ୍ ଭେଣ୍ଡରଙ୍କ ଲାଇସେନ୍ସ ପାଇଁ ନେଉଥିଲେ ଲାଞ୍ଚ

କାଳବୈଶାଖୀ ଯୋଗୁ ଭୁଶୁଡ଼ି ପଡ଼ିଲା ହୋର୍ଡିଂ, ୨ ଜଣକ ଅକାଳ ମୃତ୍ୟୁ

February 24, 2026

ଭୁବନେଶ୍ବର: ରାଜଧାନୀରେ ଝଡ଼ବର୍ଷାରେ ଖସିପଡ଼ିଲା ହୋର୍ଡିଂ । ଏଥିରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ଜୀବନ ଯାଇଛି। ସେହିଭଳି ଏଥିରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କର ଚିକିତ୍ସା ଜାରି ରହିଛି।......

କାଳବୈଶାଖୀ ଯୋଗୁ ଭୁଶୁଡ଼ି ପଡ଼ିଲା ହୋର୍ଡିଂ, ୨ ଜଣକ ଅକାଳ ମୃତ୍ୟୁ

ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦିଲ୍ଲୀରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁରୋଧ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ନୂଆଦିଲ୍ଲୀ: ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଜାତୀୟ ସ୍ତରୀୟ ସ୍ମୃତି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ......

ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦିଲ୍ଲୀରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁରୋଧ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭଦ୍ରକରେ ଜୋରଦାର ସାଇବର କବଚ ଅଭିଯାନ, ମ୍ୟୁଲ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଜଣକୁ ବନ୍ଧିଲା ପୋଲିସ

February 24, 2026

ଭଦ୍ରକ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ କରିଛି ପୋଲିସ। ସୂଚନା ଅନୁସାରେ, ଏଚ୍ଡିଏଫ୍ସି ବ......

ଭଦ୍ରକରେ ଜୋରଦାର ସାଇବର କବଚ ଅଭିଯାନ, ମ୍ୟୁଲ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଜଣକୁ ବନ୍ଧିଲା ପୋଲିସ