ରାଜ୍ୟ

Madam President: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ

Madam President: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ

April 07, 2026

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । Also Read...୧୪ ବିଶ୍ଵବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ, ଜାଣନ୍ତୁ କାହାକୁ କେଉଁଠି ମିଳିଲା ନିଯୁକ୍ତି ଓଡ଼ିଶା...

ବାଇକରେ ଆସିଲେ, ଛକରେ ଗାଡ଼ି ରଖିଲେ ; ଠାଏଁ ଠାଏଁ ୪ ରାଉଣ୍ଡ ଗୁଳି ମାରିଲେ

April 07, 2026

ଦିଗପହଣ୍ଡି ୦୭।୦୪ : ବାଇକରେ ଆସିଲେ, ଦୋକାନ ସାମ୍ନାରେ ଗାଡ଼ି ରଖିଲେ । କିଛି କ୍ଷଣ ରହିବା ପରେ ଦୋକାନ ଉପରୁ ଆଖୁବୁଜା ଗୁଳିମାଡ଼ କରିଲେ । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଗାଡ଼ି ଜରିଆରେ ମାରିଲେ ଫେରାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଡେଙ......

ବାଇକରେ ଆସିଲେ, ଛକରେ ଗାଡ଼ି ରଖିଲେ ; ଠାଏଁ ଠାଏଁ ୪ ରାଉଣ୍ଡ ଗୁଳି ମାରିଲେ

ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ, ୮ଟି ସ୍ଥାନରେ ଚାଲିଛି ଚଢାଉ, ଘରୁ ଠାବ ହେଲା ସିକ୍ରେଟ୍ ରୁମ୍

April 07, 2026

ଭଦ୍ରକ ୦୭।୦୪ : ଫୁଲ୍ ଆକ୍ସନମୋଡ଼ରେ ପୋଲିସ । ଗୋ ତସ୍କରୀ ଅଭିଯୋଗରେ ଭଦ୍ରକ ପୋଲିସ କରିଛି ବଡ଼ଧରଣର ଚଢାଉ । ୮ଟି ସ୍ଥାନରେ ଏକାସାଙ୍ଗରେ ଚାଲିଛି ଧମାଧମ୍ ରେଡ୍ । ଏହି ଚଢାଉରେ ପୋଲିସକୁ ୨୦ ଲକ୍ଷ ଟଙ୍କା, ସୁନାଗହଣା, ଖଣ୍ଡା ଆଦି ସାମଗ୍......

ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ, ୮ଟି ସ୍ଥାନରେ ଚାଲିଛି ଚଢାଉ, ଘରୁ ଠାବ ହେଲା ସିକ୍ରେଟ୍ ରୁମ୍

ସପ୍ତାହେ ଯାଏଁ ବଢିବନି ତାତି, ୧୦ ଯାଏଁ ରହିବ କାଳବୈଶାଖୀର ପ୍ରଭାବ

April 07, 2026

ଭୁବନେଶ୍ୱର ୦୭।୦୪ : ପ୍ରଚଣ୍ଡ ବଜ୍ରପାତ। ସାଂଘାତିକ ପବନ। ତା’ସାଙ୍ଗକୁ ନିର୍ଘାତ୍ କୁଆପଥର ମାଡ଼ । ସୋମବାର ଅପରାହ୍ନରେ ବି ଭୟାନକ ରୂପ ଦେଖାଇଲା କାଳବୈଶାଖୀ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ନିର୍ଧୁମ ବର୍ଷିଲା କୁଆପଥର। ପାଟଣାଗଡ଼, ବେ......

ସପ୍ତାହେ ଯାଏଁ ବଢିବନି ତାତି,  ୧୦ ଯାଏଁ ରହିବ କାଳବୈଶାଖୀର ପ୍ରଭାବ

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୬ ଗୁରୁତର

April 06, 2026

ଉମରକୋଟ/କଳାହାଣ୍ଡି: ଅଶୁଭ ସୋମବାର । ରାଜ୍ୟରେ ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।ନବରଙ୍ଗପୁର ଜିଲ୍ଲାର ଉମରକୋଟ ବଡ଼କୁମାରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ କାର......

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୬ ଗୁରୁତର