ବିଦେଶ

ବାପ-ମାଆ-ସ୍ତ୍ରୀ, ପୁଅ ନିହତ , ଇରାନ୍‌ର ନୂଆ ଆୟୋତୋଲ୍ଲା କେତେ ସୁରକ୍ଷିତ ?  ମୋଜତାବାଙ୍କ ପରିବାରରେ ଆଉ ଅଛନ୍ତି  କିଏ ?

ବାପ-ମାଆ-ସ୍ତ୍ରୀ, ପୁଅ ନିହତ , ଇରାନ୍‌ର ନୂଆ ଆୟୋତୋଲ୍ଲା କେତେ ସୁରକ୍ଷିତ ? ମୋଜତାବାଙ୍କ ପରିବାରରେ ଆଉ ଅଛନ୍ତି କିଏ ?

March 09, 2026

ନୂଆଦିଲ୍ଲୀ: ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମେନୀ ଏବେ ଆମେରିକା ଏବଂ ଇସ୍ରାଏଲର ବଡ ଶତ୍ରୁ । ପ୍ରଥମେ ତାଙ୍କୁ ହତ୍ୟା କରିବା ଆଇଡିଏଫର ଲକ୍ଷ୍ୟ । ସେପଟେ ବି ଡୋନାଲ୍ଡ ଟ୍ରମ୍ପ ଦେଇସାରିଛନ୍ତି ଧମକ । ଆଲ୍ଲୀ ଖାମେନୀଙ୍କ ପୁଅ ମୋଜତାବା ଖାମେନୀଙ୍କ ହାତରେ ଇରାନ୍ ଶାସନ ଛାଡିବା କୁ କଦାପି ଚାହାନ୍ତିନି ଟ୍ରମ୍ପ...

ମୋଜତାବାଙ୍କ ସମ୍ମାନରେ ସ୍ବତନ୍ତ୍ର ମିସାଇଲ୍ ମାଡ଼ କଲା ଇରାନ୍, ଥରିଲା ଇସ୍ରାଏଲ୍ !

March 09, 2026

ନୂଆଦିଲ୍ଲୀ: ମୋଜତାବା ଖାମେନି ଇରାନର ନୂତନ ସର୍ବୋଚ୍ଚ ନେତା ହୋଇଛନ୍ତି । ସେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଜତାବାଙ୍କ ସମ୍ମାନରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏହାର ତିନୋଟି ମାରାତ୍ମକ କ୍ଷେ......

ମୋଜତାବାଙ୍କ ସମ୍ମାନରେ ସ୍ବତନ୍ତ୍ର ମିସାଇଲ୍ ମାଡ଼ କଲା ଇରାନ୍, ଥରିଲା ଇସ୍ରାଏଲ୍ !

ଭୁଲ୍ ପଦକ୍ଷେପ...ଇସ୍ରାଏଲ-ଆମେରିକା ମଧ୍ୟରେ ମତଭେଦ; ଭିନ୍ନ ମୋଡ ନେଉଛି ଇରାନ ଯୁଦ୍ଧ

March 09, 2026

ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ଚାଲିଥିବା ବେଳେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ମତଭେଦ ହୋଇଛି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଏବେ ଦୁଇ ସହଯୋଗୀଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଛି । ଇସ୍ରାଏଲ......

ଭୁଲ୍ ପଦକ୍ଷେପ...ଇସ୍ରାଏଲ-ଆମେରିକା ମଧ୍ୟରେ ମତଭେଦ; ଭିନ୍ନ ମୋଡ ନେଉଛି ଇରାନ ଯୁଦ୍ଧ

ଇରାନର ନୂଆ ସର୍ବୋଚ୍ଚ ନେତା ହେଲେ ମୋଜତବା ଖାମେନି, ବାପାଙ୍କ ହତ୍ୟାର ନେବେ ପ୍ରତିଶୋଧ

March 09, 2026

ତେହେରାନ, ୦୯ /୦୩: ଇରାନର ନୂଆ ସୁପ୍ରିମ ଲିଡର୍ । ଇରାନର ସର୍ବୋଚ୍ଚ ନେତା ଖାମେନୀଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଅ ମୋଜତବା ଖାମେନି ଇରାନର ମଙ୍ଗ ସମ୍ଭାଳିବେ । ପୂର୍ବତନ ଲିଡର୍......

ଇରାନର ନୂଆ ସର୍ବୋଚ୍ଚ ନେତା ହେଲେ ମୋଜତବା ଖାମେନି, ବାପାଙ୍କ ହତ୍ୟାର ନେବେ ପ୍ରତିଶୋଧ

ବିଶ୍ୱ ବଜାରରେ ଯୁଦ୍ଧ ପ୍ରଭାବ: ରେକର୍ଡ କଲା ଅଶୋଧିତ ତେଲ ଦର, ଆଗକୁ ଭାରତ ପାଇଁ ଟେନ୍‌ସନ୍

March 09, 2026

ନୂଆଦିଲ୍ଲୀ ୦୯/୦୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି......

ବିଶ୍ୱ ବଜାରରେ ଯୁଦ୍ଧ ପ୍ରଭାବ: ରେକର୍ଡ କଲା ଅଶୋଧିତ ତେଲ ଦର, ଆଗକୁ ଭାରତ ପାଇଁ ଟେନ୍‌ସନ୍