ଭୁବନେଶ୍ବର ୧୭।୬: ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା । ଏକ ନମ୍ବର ହାଟ ସଂଲଗ୍ନ ଭେଣ୍ଡିଂ ଜୋନ୍ ଏବଂ ଫଳ ଦୋକାନରେ ମଦ୍ୟପ ଯୁବକଙ୍କ ଉନ୍ମକ୍ତକାଣ୍ଡ । ଘଣ୍ଟାଏ ଧରି ନାକେଦମ୍ ହେଲା ପୋଲିସ । ଶେଷରେ ମଦ୍ୟପ ଯୁବକଙ୍କୁ କାବୁ କରି ମେଡିକାଲ ନେଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଆଇ ଫୋନ୍ କିଣିବା ପରେ ସାଙ୍ଗ ହୋଇ ମଦ ପିଇଲେ । ଟଙ୍କା ପାଇଁ ବିବାଦ ହେବାରୁ ଗଣ୍ଡଗୋଳ ହେଲା । ଉଭୟଙ୍କୁ ଛୁରୀ, ଫଳ କ୍ୟାରେଟରେ କଲେ ଆକ୍ରମଣ । ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ।

Also Read:- ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ବିବାଦ ଘଟଣା : ହାଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା