ଦଳ ବିରୋଧୀ କାର୍ଯ୍ୟ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀର ଦୁଇ ନେତା ନିଲମ୍ବିତ

Published By : Prameya-News7 Bureau | April 27, 2024 IST

ଭଦ୍ରକ ୨୭।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ନେତା ନିଲମ୍ବିତ । ବିଜେଡି ଦଳରୁ ନିଲମ୍ବିତ ହେଲେ ଦୁଇ ନେତା । ଧାମନଗର ନିର୍ବାଚନ ମଣ୍ଡଳୀର ଦୁଇ ନେତା ରଘୁନାଥ ଲେଙ୍କା ଓ ହରେକୃଷ୍ଣ ପାଢ଼ୀଙ୍କୁ ନିଲମ୍ବିତ କରିଛି ବିଜେଡି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ନିଲମ୍ବିତ କଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

 

 

 

You Can Read :

୮ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା : ସାଲେପୁରରୁ ଅରିନ୍ଦମ୍, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.