Cuttack flood news : ଚିତ୍ରୋତ୍ପଳା ନଦୀ ମୁହାଁଣରେ ଖସି ଚାଲିଛି ଅତଡା, ଭୟରେ ୨୫ଟି ପଞ୍ଚାୟତର ଲୋକେ

ବନ୍ୟା ଜଳରେ କୂଳ ଖାଉଛି ଚିତ୍ରୋତ୍ପଳା ନଦୀ ମୁହାଁଣ। ଖସି ଚାଲିଛି ଅତଡା। ଭୟରେ ୨୫ଟି ପଞ୍ଚାୟତର ନଦୀ କୂଳିଆ ଗ୍ରାମବାସୀ। ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ପାଇଁ ବିପଦ ସୃଷ୍ଟି କରିଛି ମହାନଦୀର ଗୁଆଳୀନାସି ମୁହାଁଣ।
NEWS7
Odisha floods