ମେଷ- ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ସମ୍ମାନ ବଢ଼ିବ। ପ୍ରେମ ସମ୍ପର୍କରେ ସୁଖଦ ମୁହୂର୍ତ୍ତ ଆସିବ। ଆର୍ଥିକ ଦିଗରେ ଲାଭ ସମ୍ଭବ। ଯାତ୍ରା ଲାଭଦାୟକ ହେବ। ସ୍ୱାସ୍ଥ୍ୟ ସ୍ଥିର ରହିବ।

ବୃଷ- ମନ ଚଞ୍ଚଳ ରହିପାରେ। କାମରେ ଧ୍ୟାନ ଦେବା ଦରକାର। ଅର୍ଥ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହେବ। ପ୍ରେମରେ ଧୈର୍ଯ୍ୟ ରଖନ୍ତୁ। କାର୍ଯ୍ୟରେ ବିଳମ୍ବ ହେବ। ସ୍ୱାସ୍ଥ୍ୟରେ ଅସୁବିଧା ଦେଖାଦେଇପାରେ।

ମିଥୁନ- ଯୋଗାଯୋଗ ଓ ବୁଦ୍ଧିମତାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ମିତ୍ରତା ହେବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଆର୍ଥିକ ଦିଗରେ ଲାଭ ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ- ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। କାମରେ ଅଧିକ ଦାୟିତ୍ୱ ଆସିବ। ପରିବାରରେ ସମର୍ଥନ ମିଳିବ। ଅର୍ଥ ଲାଭ ଧୀର ରହିବ। ଯାତ୍ରାରେ ସତର୍କ ରହନ୍ତୁ। ସ୍ୱାସ୍ଥ୍ୟ ମଧ୍ୟମ ରହିବ।

ସିଂହ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବଳ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ପ୍ରତିଷ୍ଠା ବଢିବ। ପରିବାରରେ ଖୁସି ରହିବ। ଆର୍ଥିକ ଲାଭ ହେବ। ପ୍ରେମରେ ସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା- ଖର୍ଚ୍ଚ ବଢ଼ିପାରେ। ମନ ଅଶାନ୍ତ ରହିପାରେ। କାମରେ ବିଳମ୍ବ ହେବ। ଅର୍ଥିକ ସମସ୍ୟା ଆସିପାରେ। ପ୍ରେମରେ ଭୁଲ ବୁଝାବୁଝି ହେବ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

ତୁଳା- ଲାଭ ଓ ସଫଳତାର ଦିନ। ନୂଆ ସୁଯୋଗ ମିଳିବ। ପରିବାରରେ ସୁଖ ଓ ସମ୍ମାନ ରହିବ। ମିତ୍ରମାନଙ୍କର ସହଯୋଗ ମିଳିବ। ଅର୍ଥିକ ଦିଗରେ ଭଲ ପରିଣାମ ମିଳିବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ସାବଧାନରେ ରଖନ୍ତୁ। ପରିବାରରେ ମିଶ୍ର ଫଳ ମିଳିବ। ଅର୍ଥିକ ଲାଭ ସମ୍ଭବ। ପ୍ରେମରେ ଧୈର୍ୟ ଦରକାର। ଶତ୍ରୁମାନେ ଅସୁବିଧା ସୃଷ୍ଟି କରିପାରନ୍ତି। ସ୍ୱାସ୍ଥ୍ୟ ମଧ୍ୟମ ରହିବ।

ଧନୁ- ଭାଗ୍ୟର ସହଯୋଗ ରହବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଅର୍ଥିକ ଲାଭ ହେବ। ପ୍ରେମ ସମ୍ପର୍କ ଭଲ ରହିବ। ଯାତ୍ରା ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର- ଅଚାନକ ସମସ୍ୟା ଆସିପାରେ। କାମରେ ସତର୍କ ରହନ୍ତୁ। ପରିବାରରେ ମତଭେଦ ହେବ। ଆର୍ଥିକ କ୍ଷତି ସମ୍ଭବ। ପ୍ରେମରେ ତିକ୍ତତା ରହିପାରେ। ଶତ୍ରୁମାନେ ସକ୍ରିୟ ରହିବେ। ଯାତ୍ରାରେ ବାଧା ଆସିପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ।

କୁମ୍ଭ- ସମ୍ପର୍କରେ ସୁଧାର ଆସିବ। ବିବାହିତ ଜୀବନରେ ସୁଖ ରହିବ। କାର୍ଯ୍ୟରେ ସହଯୋଗ ମିଳିବ। ପରିବାରରେ ସମ୍ମିଳନ ରହିବ। ଅର୍ଥିକ ଲାଭ ହେବ। ପ୍ରେମରେ ମାଧୁର୍ୟ ବଢିବ। ଯାତ୍ରା ଶୁଭ ହେବ। ସ୍ୱାସ୍ଥ୍ୟ ସ୍ଥିର ରହିବ।

ମୀନ- କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶତୃମାନେ ହାରିବେ। ପରିବାରରେ ସାଧାରଣ ପରିବେଶ ରହିବ। ଅର୍ଥିକ ଲାଭ ଧୀରେ ହେବ। ଯାତ୍ରା ମଧ୍ୟମ ରହିବ। ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଯିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682