ନୂଆପଡ଼ା ୮।୧୦: ନୂଆପଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ CBI ରେଡ୍ । ANMଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ପ୍ରିନ୍ସିପାଲଙ୍କୁ ଗିରଫ କଲା ସିବିଆଇ ଟିମ୍ । ଗିରଫ ପ୍ରିନ୍ସିପାଲ ହେଲେ କ୍ରିଷ୍ଣମୂର୍ତ୍ତି ନାଇଡ଼ୁ ।

Also Read:- ମଦୁଆ ସ୍ୱାମୀକୁ ମାରିଦେଲି.. ପୋଲିସ ଆଗରେ ସ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ANMଙ୍କ ଠାରୁ ରିନୁଆଲ ପାଇଁ ୧୨ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା CBI । ANM ଜଣକ ସିବିଆଇର ଦ୍ୱାରସ୍ଥ ହେବା ପରେ ଚଢାଉ କରିଥିଲା ସିବିଆଇ ଟିମ୍ । ଆଜି ତାଙ୍କୁ ଭୁବନେଶ୍ୱର ନେଇଥିବା ସୂଚନା ରହିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ସିବିଆଇ ।

Watch Video: