Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ଭୁବନେଶ୍ୱର ବିମାନବନ୍ଦରରେ ରାତି ତମାମ ରେଡ୍, ସାମିଲ ଥିଲେ ୩୦ ବଛା ବଛା ଅଫିସର

ଭୁବନେଶ୍ୱର ବିମାନବନ୍ଦରରେ ରାତି ତମାମ ରେଡ୍, ସାମିଲ ଥିଲେ ୩୦ ବଛା ବଛା ଅଫିସର

January 18, 2026

ଭୁବନେଶ୍ୱର ୧୮।୦୧ : ବିମାନବନ୍ଦରରେ ରାତି ତମାମ ରେଡ୍ । NCB ( ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ) ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ନାଇଟ୍ ଅପରେସନ ଜାରି ରହିଛି । ବିମାନବନ୍ଦର ଇତିହାସରେ ଏହା ସବୁଠୁ ବଡ଼ ରେଡ୍ ବୋଲି ଜଣାପଡିଛି । ଖବର ଅନୁଯାୟୀ, ୩୦ରୁ ଅଧିକ ଅଫିସର ଭୋର ୩ଟା ସମୟରେ ହଠାତ୍ ଭୁବନେଶ୍ୱର ବିମାନ...

ଯମଦୂତ ଭଳି ମାଡ଼ି ଆସିଲା ଦ୍ରୁତଗାମୀ ବୋଲେରୋ, ନେଇଗଲା ଦୁଇ ଭାଇଙ୍କ ଜୀବନ

January 18, 2026

ବଡ଼ବିଲ ୧୮।୧: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଥୁରାପୁର ନିକଟରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ଜଡ଼ିପଦା ଗାଁର ଯଶୋବନ୍ତ ମହାନ୍ତ । ଶନିବାର ଦୁର୍ଘଟଣା ସ୍ଥଳରେ ସାନ ଭାଇ ଯୁଧିଷ୍ଠିର ମହାନ୍ତ......

ଯମଦୂତ ଭଳି ମାଡ଼ି ଆସିଲା ଦ୍ରୁତଗାମୀ ବୋଲେରୋ, ନେଇଗଲା ଦୁଇ ଭାଇଙ୍କ ଜୀବନ

ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା ଯୁବକ ! ୨ ମାସ ପରେ ମିଳିଲା ପତ୍ତା

January 18, 2026

କଟକ ୧୮।୦୧ : ଅପହୃତା ନାବାଳିକା ଉଦ୍ଧାର । ନାବାଳିକା ଅପହରଣ ଘଟଣାରେ ଅପହୃତ କରିଥିବା ଯୁବକକୁ ମଧ୍ୟ ଗିରଫ କରିଛି । ଘଟଣାର ପ୍ରାୟ ୨ ମାସ ପରେ ଅପହରଣ ଘଟଣାରେ ଦରଘାବଜାର ଥାନା ପୋଲିସକୁ ମିଳିଛି ସଫଳତା । ଖବର ଅନୁଯାୟୀ, ଗିରଫ ହୋଇଥିବା ଯୁ......

ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା ଯୁବକ ! ୨ ମାସ ପରେ ମିଳିଲା ପତ୍ତା

ରାଜଧାନୀରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପିଟିଲା କାର୍‌, ଚାଲିଗଲା ଡ୍ରାଇଭର ଜୀବନ

January 18, 2026

ଭୁବନେଶ୍ୱର ୧୮।୦୧ : ଭୁବନେଶ୍ବର ବାଣୀ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ରାକେଶ ରୋସନ ଲାଲା। କାର ଭିତରେ ଚିପି......

ରାଜଧାନୀରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପିଟିଲା କାର୍‌, ଚାଲିଗଲା ଡ୍ରାଇଭର ଜୀବନ

ସାଥୀ ହୋଇ ଯାଉଥିଲେ, ଏକାସାଙ୍ଗେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

January 18, 2026

ଜଳେଶ୍ୱର ୧୮।୦୧ : ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ। ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଉଭୟ ସାଙ୍ଗ ଏକାସହିତ କମର୍ଦାରୁ ଜଳେଶ୍ୱର ଅଭିମୁଖେ ଯ......

ସାଥୀ ହୋଇ ଯାଉଥିଲେ, ଏକାସାଙ୍ଗେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ