Live Live
LIVE

ରାଜ୍ୟ

ଯେଉଁମାନେ ମାନୁନାହାନ୍ତି ସରକାରୀ ସ୍ତରରେ ତାଙ୍କୁ ଚେତାବନୀ ଦିଆଯାଉଛି, ଏହା ଏକ ନିରନ୍ତର ପ୍ରୟାସ

ଯେଉଁମାନେ ମାନୁନାହାନ୍ତି ସରକାରୀ ସ୍ତରରେ ତାଙ୍କୁ ଚେତାବନୀ ଦିଆଯାଉଛି, ଏହା ଏକ ନିରନ୍ତର ପ୍ରୟାସ

January 14, 2026

ଭୁବନେଶ୍ବର ୧୪।୧: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ତଥା ବ୍ଲକ୍, ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ମାନୁନାହାନ୍ତି ସରକାରୀ ସ୍ତରରେ...

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନକରିବାକୁ ବାବୁ ସିଂଙ୍କ ଚେତାବାନୀ, ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ

January 14, 2026

ଭୁବନେଶ୍ବର ୧୪।୧: ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଭଳି କଡ଼ା ଚେତାବନୀ ଦେଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି, ଆପଣ ଠାକୁରଙ୍କ ଠାରୁ ବଡ଼ ନୁହଁନ୍ତ......

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନକରିବାକୁ ବାବୁ ସିଂଙ୍କ ଚେତାବାନୀ, ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ

ମୁହାଁମୁହିଁ ଧକ୍କା ହେଲା କାର୍-ବାଇକ୍, ଗୁରୁତର ଦୁଇ ଆରୋହୀ ମେଡିକାଲରେ ଭର୍ତ୍ତି

January 14, 2026

ସାଲେପୁର ୧୪।୧: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର । କଟକ ଜିଲ୍ଲା ସାଲେପୁର ଥାନା କେନ୍ଦ୍ରାପଡ଼ା କେନାଲ ରାସ୍ତାର କେନ୍ଦୁପାଟଣା ନିକଟରେ ହୋଇଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆ......

ମୁହାଁମୁହିଁ ଧକ୍କା ହେଲା କାର୍-ବାଇକ୍, ଗୁରୁତର ଦୁଇ ଆରୋହୀ ମେଡିକାଲରେ ଭର୍ତ୍ତି

ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

January 14, 2026

ଭୁବନେଶ୍ଵର ୧୪ ।୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ସପତ୍ନୀକ ସହ ବୁଡ଼ ପକାଇଛନ୍ତି। ଘାଟରେ ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ଼ ପକାଇଛନ୍ତି। ଏଥି ପାଇଁ ଶବ୍ୟା କାବେ......

ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

ଭଦ୍ରକରେ ଅଭାବରୁ ଶିଶୁ ବିକ୍ରି ଘଟଣା, କଟକରୁ ଉଦ୍ଧାର କଲା ପୋଲିସ

January 14, 2026

କଟକ ୧୪।୦୧ : ଭଦ୍ରକରେ ବିକ୍ରି । କଟକରୁ ଉଦ୍ଧାର । ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକୁ କଟକରୁ ଉଦ୍ଧାର କରିଛି ଭଣ୍ଡାରିପୋଖରୀ ପୋଲିସ । ଉଦ୍ଧାର ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଶିଶୁ ମଙ୍ଗଳ କ......

ଭଦ୍ରକରେ ଅଭାବରୁ ଶିଶୁ ବିକ୍ରି ଘଟଣା, କଟକରୁ ଉଦ୍ଧାର କଲା ପୋଲିସ