Live Live

ଅପରାଧ

ଗୁଣି ଗାରେଡ଼ି ସନ୍ଦେହ ନା ଆଉ କିଛି, ଶାଶୁକୁ ପନିକିରେ ଗୋଡେଇ ଗୋଡେଇ ହାଣିଲା ବୋହୂ

ଗୁଣି ଗାରେଡ଼ି ସନ୍ଦେହ ନା ଆଉ କିଛି, ଶାଶୁକୁ ପନିକିରେ ଗୋଡେଇ ଗୋଡେଇ ହାଣିଲା ବୋହୂ

March 31, 2026

ଉଦଳା ୩୧।୦୩ : ବୋହୂ ସାଜିଲା ରାକ୍ଷସୀ । ଗୁଣି ଗାରେଡ଼ି ସନ୍ଦେହରେ ଶାଶୁକୁ ଅତି ନିର୍ଦ୍ଦୟୀ ଭାବେ ହାଣିଲା ବୋହୂ । ଘର ଭିତରେ ଏକ ପନିକିରେ ବୋହୂକୁ ମାରିଲା ଚୋଟ । ଏହି ସବୁ ଘଟଣାରେ ଦେଖଣାହାରୀ ସାଜିଥିଲା ପୁଅ । ସବୁ ଦେଖି ବି ଚୁପ ରହିଥିଲା ପୁଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍ଏନ୍ ୬ ନମ୍ବର ଓ୍ୱାର୍ଡର...

Rajasthan Teacher Couple: ସ୍କୁଲ୍ ନଯାଇ ବର୍ଷ ବର୍ଷ ଧରି ଦରମା ନେଉଥିଲେ ଶିକ୍ଷକ ଦମ୍ପତି, ଗଣିବେ ୯.୨୦ କୋଟି ଟଙ୍କା ଜରିମାନା

March 30, 2026

ଜୟପୁର: ବର୍ଷ ବର୍ଷ ଧରି ସ୍କୁଲ୍ ନଯାଇ ଘରେ ବସି ଦରମା ନେଉଥିଲେ ଶିକ୍ଷକ ସ୍ୱାମୀ-ସ୍ତ୍ରୀ। ନିଜ ଜାଗାରେ 'ଡମି ଶିକ୍ଷକ' ରଖି ପିଲାଙ୍କୁ ପାଠ ପଢ଼ାଉଥିଲେ ଏବଂ ଜାଲ୍ ଦସ୍ତଖତ କରି ସରକାରଙ୍କଠାରୁ ପୂରା ଦରମା ଉଠାଉଥିଲେ। ଶେଷରେ ଏହି ଠକ ଶିକ୍ଷକ......

Rajasthan Teacher Couple: ସ୍କୁଲ୍ ନଯାଇ ବର୍ଷ ବର୍ଷ ଧରି ଦରମା ନେଉଥିଲେ ଶିକ୍ଷକ ଦମ୍ପତି, ଗଣିବେ ୯.୨୦ କୋଟି ଟଙ୍କା ଜରିମାନା

Crime At Twincity: ଅପରାଧ ଉପରମୁହାଁ, ଦୁଇ ମାସରେ ୪୩ ଦୁଷ୍କର୍ମ, ୧୫ ହତ୍ୟା ମାମଲା

March 30, 2026

ଭୁବନେଶ୍ୱର: କମିଶରେଟ୍ ପୋଲିସ୍ରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଗତ ଦୁଇ ମାସ ମଧ୍ୟରେ ଟୁଇନ୍ ସିଟରେ ୪୩ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୧୫ ହତ୍ୟା ଅଭିଯୋଗ ହୋଇଥିବା ପୋଲିସ୍ ରିପୋର୍ଟ କହୁଛି । କଟକ ଅପେକ୍ଷା ଭୁବନେଶ୍ଵରରେ ଅଧ......

Crime At Twincity: ଅପରାଧ ଉପରମୁହାଁ, ଦୁଇ ମାସରେ ୪୩ ଦୁଷ୍କର୍ମ, ୧୫ ହତ୍ୟା ମାମଲା

ସାମାନ୍ୟ କଥାକୁ ନେଇ ଆଇସକ୍ରିମ୍‌ ଦୋକାନୀଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଗାଁ ସାରା ବୁଲାଇଲା ଅଭିଯୁକ୍ତ

March 29, 2026

ନୂଆଦିଲ୍ଲୀ: ସାମାନ୍ୟ କଥାକୁ ନେଇ ମର୍ଡର। ହତ୍ୟାକାଣ୍ଡ ଏତେ ବିଭତ୍ସ ଯେ ଯୁବକ୍ତଙ୍କ ମୁଣ୍ଡ କାଟି ନେଇଗଲା ହତ୍ୟାକାରୀ। ଲୋକେ ଆତଙ୍କିତ, କେବଳ ସାଜିଲେ ଦେଖଣାହାରୀ। ଉତ୍ତର ପ୍ରଦେଶର ବାରବାଙ୍କିରେ ଏହି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ। ସାମାନ୍......

ସାମାନ୍ୟ କଥାକୁ ନେଇ ଆଇସକ୍ରିମ୍‌ ଦୋକାନୀଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଗାଁ ସାରା ବୁଲାଇଲା ଅଭିଯୁକ୍ତ

ନାବାଳିକାକୁ ଅକଥନୀୟ ନିର୍ଯାତନା, ଘରେ ତାଲା ପକାଇ ରଖିଥିଲେ ମାଲିକାଣୀ

March 29, 2026

ଭୁବନେଶ୍ୱର ୨୯।୦୩ : ରାଜଧାନୀରେ ନାବାଳିକାଙ୍କୁ ନିର୍ଯାତନା । ଭୁଲ୍ ହେବାରୁ ନିର୍ଘାତ ମାଡ଼ ମାରୁଥିଲେ ଘର ମାଲିକାଣୀ । ବିରୋଧ କରିବାକୁ ଅଧିକ ନିର୍ଯାତନା । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । Also Re......

ନାବାଳିକାକୁ ଅକଥନୀୟ ନିର୍ଯାତନା, ଘରେ ତାଲା ପକାଇ ରଖିଥିଲେ ମାଲିକାଣୀ