ଟ୍ରକ୍‌ ସହ ସ୍କୁଟି ଧକ୍କା, ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | May 05, 2024 IST

ଛତ୍ରପୁର ୫।୫: ଗଞ୍ଜାମ ଥାନା ଅଧିନ ଜୟଶ୍ରୀ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଟ୍ରକ୍ ସହ ସ୍କୁଟି ଧକ୍କା ହୋଇଛି । ଦୁଇ ମୃତକ ହେଲେ ଗଞ୍ଜାମ ଥାନା ଅଧିନ ତେଲୁଗୁନୂଆଗାଁ ଗ୍ରାମର ଶରତ ଦାସ ଓ ମିଥୁନ ଦାସ । ଦୁର୍ଘଟଣା ଘଟେଇଥିବା ଟ୍ରକକୁ ଜବତ କରିଛି ପୋଲିସ ।

You Can Read :

ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ସୁଜିତ ମହାପାତ୍ରଙ୍କ ଟିକେଟ୍ କଟିବାରୁ ତାତିଲେ ସମର୍ଥକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.