ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ଭୋଟିଂ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ମତଦାନ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭୁବନେଶ୍ବରରେ ୫୩.୫୪, କଟକରେ ୫୪.୩୬, ଢ଼େଙ୍କାନାଳରେ ୬୦.୮୮, କେନ୍ଦୁଝରରେ ୬୨.୪୩, ପୁରୀରେ ୬୧.୧୭, ସମ୍ବଲପୁରରେ ୬୫.୯୧ ପ୍ରତିଶତ ଭୋଟିଂ ହୋଇଛି ।

You Can Read :

ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ! ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.