ଘଷିପୁରା ବୁଥ୍ ପରିସରରେ ୨ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 25, 2024 IST

ଆନନ୍ଦପୁର ୨୫/୫: ବୁଥ୍‌ ପରିସରରେ ୨ ରାଜନୈତିକ ଗୋଷ୍ଠୀ ପିଟାପିଟି । ମତଦାନ ବେଳେ ଘଷିପୁରା ନିର୍ବାଚନ ମଣ୍ଡଳୀ ରାଧିକାଦେଇପୁର ୧୯୫ ନମ୍ବର ବୁଥ୍‌ରେ ୨ଗୋଷ୍ଠୀ ମୁହାଁମୁହିଁ ହେବାରୁ ୪ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତର ରାଜେନ୍ଦ୍ର ବାରିକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଥ୍‌ ସମ୍ମୁଖରେ ଗୋଟିଏ ଗୋଷ୍ଠୀର ଯୁବକଙ୍କ ଉପରକୁ ଅନ୍ୟ ଏକ ଗୋଷ୍ଠୀର ଯୁବକମାନେ ଆସି ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.