ମେଷ - ଆଜି ଦିନଟି ମଧ୍ୟମ ରହିବ । କାମରେ ଧୈର୍ଯ୍ୟ ଧରିବା ଆବଶ୍ୟକ । ଆର୍ଥିକ ଦିଗରେ ସାଧାରଣ ଲାଭ ମିଳିବ । ପରିବାରରେ ସମ୍ମତି ରହିବ । ଶାରୀରିକ କ୍ଳାନ୍ତି ହୋଇପାରେ । ଅଚାନକ ଯାତ୍ରା ସମ୍ଭବ । ନୂତନ ପରିଚୟ ଲାଭକାରୀ ହେବ । ଛୋଟ ଖୁସି ଖବର ମିଳିପାରେ ।

ବୃଷ - ଘାତ ବାର ଥିବାରୁ ସାବଧାନ ରୁହନ୍ତୁ । କାମରେ ବାଧା ଆସିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବ । ବାଦବିବାଦ ରୁ ଦୂରେ ରୁହନ୍ତୁ । ସ୍ୱାସ୍ଥ୍ୟ ନିମନ୍ତେ ସତର୍କ ରୁହନ୍ତୁ । ଦିନ ଶେଷରେ କିଛି ସୁଖ ମିଳିବ । ପୁରୁଣା କାମ ସମାପ୍ତ ହେବ । ନିକଟ ଲୋକଙ୍କ ସହ ଭ୍ରମ ହୋଇପାରେ ।

ମିଥୁନ - ଦିନଟି ଭଲ ରହିବ । କାମରେ ସଫଳତା ମିଳିବ । ଆର୍ଥିକ ଲାଭ ହେବ । ନୂତନ ଯୋଜନା ସଫଳ ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ମନ ଖୁସି ରହିବ । ନୂତନ ଅବସର ମିଳିପାରେ । ବୃଦ୍ଧଙ୍କ ଆଶୀର୍ବାଦ ଲାଭ ହେବ ।

କର୍କଟ - ଘାତ ଚନ୍ଦ୍ର ଥିବାରୁ ସତର୍କ ରୁହନ୍ତୁ । ମନ ଅସ୍ଥିର ହୋଇପାରେ । କାମରେ ବାଧା ଆସିପାରେ । ଶାରୀରିକ ଅସୁସ୍ଥତା ହୋଇପାରେ । ଆର୍ଥିକ କ୍ଷତି ସମ୍ଭବ । ଶାନ୍ତ ରହିବା ଉଚିତ । ଯାତ୍ରା ବିଳମ୍ବ ହୋଇପାରେ ।

ସିଂହ - ଘାତ ବାର ଥିବାରୁ ସାବଧାନ ରହନ୍ତୁ । କାମରେ ବିଳମ୍ବ ହୋଇପାରେ । ଅନ୍ୟମାନଙ୍କ ସହ ମତଭେଦ ହୋଇପାରେ । ଧନ ହାନି ସମ୍ଭବ । ଯାତ୍ରାରେ ସତର୍କତା ଆବଶ୍ୟକ । ପରିବାରରେ ଚିନ୍ତା ହୋଇପାରେ । ଅନାବଶ୍ୟକ କଥାରୁ ବିବାଦ ବଢ଼ିପାରେ । କାମରେ ଧୈର୍ଯ୍ୟ ଧରନ୍ତୁ ।

କନ୍ୟା - ଘାତ ବାର ଯୋଗ ରହିଛି । କାର୍ଯ୍ୟରେ ଅସୁବିଧା ଆସିପାରେ । ଅନାବଶ୍ୟକ ଚିନ୍ତା ବଢ଼ିବ । ସ୍ୱାସ୍ଥ୍ୟରେ ସମସ୍ୟା ହୋଇପାରେ । ଧନ ବ୍ୟୟ ବଢ଼ିବ । ଶାନ୍ତ ଓ ସଚେତନ ରୁହନ୍ତୁ । ପୁରୁଣା ମାମଲା ଆଗକୁ ବଢ଼ିପାରେ । ମନୋବଳ କମିପାରେ ।

ତୁଳା - ଆଜି ଦିନଟି ଭଲ ରହିବ । କାମରେ ଲାଭ ମିଳିବ । ନୂତନ ସୁଯୋଗ ଆସିପାରେ । ପରିବାରରେ ଖୁସି ରହିବ । ଧନ ଲାଭ ହେବ । ସମ୍ମାନ ବଢ଼ିବ । ବନ୍ଧୁମାନଙ୍କ ସହ ମିଳନ ହେବ । କାମରେ ପ୍ରଶଂସା ମିଳିପାରେ ।

ବିଛା - ଦିନଟି ମଧ୍ୟମ ରହିବ । କାମରେ ଚାପ ରହିବ । ମନ ଚିନ୍ତିତ ରହିପାରେ । ଧନ ଲାଭ ହେବା ସତ୍ତେ ବ୍ୟୟ ବଢ଼ିବ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଧୈର୍ଯ୍ୟ ଧରନ୍ତୁ । ନୂତନ କାମ ଆରମ୍ଭ କରିପାରିବେ । ପରିବାରର ସହଯୋଗ ମିଳିବ ।

ଧନୁ - ଭଲ ଦିନ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଧନ ଲାଭ ହେବ । ଯାତ୍ରା ଲାଭଦାୟକ ହେବ । ମନ ଖୁସି ରହିବ । ପରିବାରର ସହଯୋଗ ମିଳିବ । ଶିକ୍ଷାରେ ଉନ୍ନତି ହେବ । ନୂତନ ସମ୍ପର୍କ ଗଢ଼ିଉଠିବ ।

ମକର - ଘାତ ଚନ୍ଦ୍ର ଥିବାରୁ ସତର୍କ ରୁହନ୍ତୁ । କାମରେ ବାଧା ଆସିପାରେ । ଆର୍ଥିକ କ୍ଷତି ସମ୍ଭବ । ଶାରୀରିକ ଅସୁବିଧା ହୋଇପାରେ । ମନ ଅଶାନ୍ତ ରହିପାରେ । ନିଷ୍ପତ୍ତିରେ ସତର୍କ ରୁହନ୍ତୁ । କାମରେ ବିଳମ୍ବ ହୋଇପାରେ । ବନ୍ଧୁଙ୍କ ସହ ଭୁଲ ବୁଝାପଡ଼ା ହୋଇପାରେ ।

କୁମ୍ଭ - ମଧ୍ୟମ ଦିନ ରହିବ । କାମରେ ସାଧାରଣ ଫଳ ମିଳିବ । ଧନ ଆଗମନ ହେବ । ପରିବାରରେ ସମ୍ମତି ରହିବ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଶାନ୍ତ ରୁହନ୍ତୁ । ନୂତନ ଯୋଜନା ଭାବିପାରିବେ । ପରିବାରରେ ଛୋଟ ଖୁସି ଆସିପାରେ ।

ମୀନ - ଦିନଟି ଭଲ ରହିବ । କାମରେ ଉନ୍ନତି ହେବ । ଧନ ଲାଭ ମିଳିବ । ନୂତନ ଯୋଜନା ସଫଳ ହେବ । ମନ ପ୍ରସନ୍ନ ରହିବ । ସମ୍ମାନ ବଢ଼ିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ବଡ଼ମାନଙ୍କ ସହଯୋଗ ମିଳିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682