ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ଟିମର ଖେଳାଳିଙ୍କ ରିଟେନ୍ ଓ ରିଲିଜ୍ ତାଲିକା ଘୋଷଣା କରିଛନ୍ତି । ମିନି ଅକ୍ସନ୍ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇଛି । ନଭେମ୍ବର ୧୭ ତାରିଖରେ ଏହି ତାଲିକା ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆରେ ଆଇପିଏଲ୍ ୨୦୨୭ର ମିନି ଅକ୍ସନ୍ ଅନୁଷ୍ଠିତ ହେବ ।

ସିଏସକେର ରିଲିଜ୍ ଖେଳାଳି: ଏମଏସ ଧୋନୀ (ଅବସର), ପ୍ରଶାନ୍ତ ବୀର, ମାଥ୍ୟୁ ସର୍ଟ, ମ୍ୟାଟ୍ ହେନେରୀ, ଜ୍ୟାକ୍ ଫଲକ୍ସ, ଅମନ ଖାନ, କୁଲଦୀପ ଯାଦବ, ଆକାଶ ମାଧୱାଲ, ଡାଏନ ଫରେଷ୍ଟର, ମ୍ୟାକନିଲ ନୋରୋନ୍ହା ଓ ସ୍ପେନ୍ସର ଜନସନ

କେକେଆରର ରିଲିଜ୍ ଖେଳାଳି: ଅଜିଙ୍କ୍ୟା ରାହାଣେ (ଅବସର), ଆକାଶ ଦୀପ, ବ୍ଲେସିଂ ମୁଜାରାବାନି, ଦକ୍ଷ କାମରା, ଲାବନୀତ ସିସୋଦିଆ, ମାଥିଶା ପଥିରାନା, ମୁସ୍ତାଫିଜୁର ରହମାନ, ନବଦୀପ ସାଇନି, ରଚିନ ରବୀନ୍ଦ୍ର, ରାହୁଲ ତ୍ରିପାଠୀ, ତେଜସ୍ୱୀ ସିଂହ ଓ ଉମ୍ରାନ ମଲିକ

ଆରସିବିର ରିଲିଜ୍ ଖେଳାଳି: ଜ୍ୟାକବ ବେଥେଲ, ରିଚାର୍ଡ ଗ୍ଲିସନ, ମଙ୍ଗେଶ ଯାଦବ, ସାତ୍ୱିକ ଦେସୱାଲ ଓ ବିହାନ ମାଲହୋତ୍ରା

ଦିଲ୍ଲୀ କ୍ୟାପିଟାଲ୍ସର ରିଲିଜ୍ ଖେଳାଳି: ମିଚେଲ ଷ୍ଟାର୍କ, ନୀତିଶ ରାଣା, ଅଭିଷେକ ପୋରେଲ, ପଥୁମ ନିଶଙ୍କା, ବେନ୍ ଡକେଟ୍, କରୁଣ ନାୟାର, ସାହିଲ ପାରଖ, ଦୁଷ୍ମନ୍ତ ଚାମିରା, କାଇଲ ଜେମିସନ, ରେହାନ ଅହମ୍ମଦ ଓ ଅମନ ମଣ୍ଡଳ

ଏସ୍‌ଆରଏଚ୍‌ର ରିଲିଜ୍ ଖେଳାଳି: ଟ୍ରାଭିସ ହେଡ୍, କାମିନ୍ଦୁ ମେଣ୍ଡିସ, ଜୟଦେବ ଉନାଦକଟ, ଦିଲସାନ ମଦୁଶଙ୍କା, ଓଁକାର ତାରମାଲେ, ଅମିତ କୁମାର, ଶିବମ ମାଭି, ଜେରାଲ୍ଡ କୋଏଟଜି ଓ ଡେଭିଡ ପେନ୍

ପଞ୍ଜାବ କିଙ୍ଗ୍ସର ରିଲିଜ୍ ଖେଳାଳି: ଲକି ଫର୍ଗୁସନ, ମିଚେଲ ଓୱେନ, ନେହାଲ ୱାଢେରା, ପାୟଲା ଅବିନାଶ, ପ୍ରବୀଣ ଦୁବେ ଓ ବିଶାଲ ନିଶାଦ

ଲକ୍ଷ୍ନୌ ସୁପର ଜାଏଣ୍ଟସର ରିଲିଜ୍ ଖେଳାଳି: ମାଥ୍ୟୁ ବ୍ରିଟଜେକେ, ଆନରିକ ନୋର୍ଜେ, ଜର୍ଜ ଲିଣ୍ଡେ, ୱାନିନ୍ଦୁ ହସରଙ୍ଗା, ନମନ ତିୱାରୀ, ଅର୍ଶିନ କୁଲକର୍ଣ୍ଣି ଓ ଆବେଶ ଖାନ

ମୁମ୍ବାଇ ଇଣ୍ଡିଆନ୍ସର ରିଲିଜ୍ ଖେଳାଳି: ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ଏ.ଏମ୍. ଗଜନଫର, ଅଥର୍ବ ଅଙ୍କୋଲେକର, କେଶବ ମହାରାଜ, ମହମ୍ମଦ ଇଝାର, ଦାନିଶ ମାଲେୱାର, ମୟଙ୍କ ମାର୍କଣ୍ଡେ, ମୟଙ୍କ ରାୱତ, ମହିପାଳ ଲୋମରୋର, ରବିନ ମିଞ୍ଜ, ରୁଚିତ ଅହିର ଓ କ୍ରିଷ ଭଗତ

ରାଜସ୍ଥାନ ରୟାଲ୍ସର ରିଲିଜ୍ ଖେଳାଳି: ଶିମରନ ହେଟମାୟର, ଆଡାମ ମିଲନେ, କ୍ୱେନା ମଫାକା, ତୁଷାର ଦେଶପାଣ୍ଡେ, କୁଲଦୀପ ସେନ, ଯୁଦ୍ଧବୀର ସିଂହ, ବିଗ୍ନେଶ ପୁଥୁର ଓ ରବି ସିଂହ

ଗୁଜରାଟ ଟାଇଟନ୍ସର ରିଲିଜ୍ ଖେଳାଳି: ଇଶାନ୍ତ ଶର୍ମା, ମାର୍କ ଉଡ୍, କୁଲୱନ୍ତ ଖେଜରୋଲିଆ, ଶାହରୁଖ ଖାନ ଓ କନର ଏଷ୍ଟରହୁଇଜେନ