Live Live

ରାଜ୍ୟ

ରାଜଧାନୀରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପିଟିଲା କାର୍‌, ଚାଲିଗଲା ଡ୍ରାଇଭର ଜୀବନ

ରାଜଧାନୀରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପିଟିଲା କାର୍‌, ଚାଲିଗଲା ଡ୍ରାଇଭର ଜୀବନ

January 18, 2026

ଭୁବନେଶ୍ୱର ୧୮।୦୧ : ଭୁବନେଶ୍ବର ବାଣୀ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ରାକେଶ ରୋସନ ଲାଲା। କାର ଭିତରେ ଚିପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବଡ଼ଗଡ଼ ବ୍ରିଟ୍ କଲୋନୀର ରାକେ...

ସାଥୀ ହୋଇ ଯାଉଥିଲେ, ଏକାସାଙ୍ଗେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

January 18, 2026

ଜଳେଶ୍ୱର ୧୮।୦୧ : ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ। ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଉଭୟ ସାଙ୍ଗ ଏକାସହିତ କମର୍ଦାରୁ ଜଳେଶ୍ୱର ଅଭିମୁଖେ ଯ......

ସାଥୀ ହୋଇ ଯାଉଥିଲେ, ଏକାସାଙ୍ଗେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ଘରେ ପଶି ମା-ଝିଅଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ପୋଲିସ ଖୋଜୁଛି କାରଣ

January 18, 2026

ଦିଗପହଣ୍ଡି ୧୮।୦୧ : ଘରେ ପଶି ଆକ୍ରମଣ । ଗଞ୍ଜାମ ଦିଗପହଣ୍ଡିରେ ଘରେ ପଶି ମରଣାନ୍ତକ ଆକ୍ରମଣ। ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ। ତୁରୁବୁଡ଼ି ପଞ୍ଚାୟତ କାଣ୍ଡସ୍ଵର ଗାଁରେ ଅଭାବନୀୟ। ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ବ୍ର......

ଘରେ ପଶି ମା-ଝିଅଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ପୋଲିସ ଖୋଜୁଛି କାରଣ

ରାଜ୍ୟର ବିଭିନ୍ନ ଜଳାଶୟରେ ଚାଲିଛି ପକ୍ଷୀ ଗଣନା, ୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ନିୟୋଜିତ

January 18, 2026

ଭୁବନେଶ୍ୱର ୧୮।୦୧ : ଆଜି ସକାଳୁ ରାଜ୍ୟର ବିଭିନ୍ନ ଜଳାଶୟରେ ଚାଲିଛି ପକ୍ଷୀ ଗଣନା । ଚିଲିକାର ୫ଟି ରେଞ୍ଜ- ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ାରେ ମୋଟ ୨୨ଟି ଟିମ୍ ପକ୍ଷୀ ଗଣନା କରୁଛନ୍ତି। ପକ୍ଷୀ ଗଣନାରେ ବିଶେଷଜ୍ଞ, ଗବେଷକ, ଟୁ......

ରାଜ୍ୟର ବିଭିନ୍ନ ଜଳାଶୟରେ ଚାଲିଛି ପକ୍ଷୀ ଗଣନା, ୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ନିୟୋଜିତ

ଶୀତ ପ୍ରକୋପରୁ ମିଳିବ ତ୍ରାହି : ବଢିବ ପାରଦ, କମିବ ଶୀତ

January 18, 2026

ଭୁବନେଶ୍ୱର ୧୮।୦୧ :  ଆଜି ରାତିରୁ ଶୀତ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ। ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ରାତିରେ ଉପ......

ଶୀତ ପ୍ରକୋପରୁ ମିଳିବ ତ୍ରାହି : ବଢିବ ପାରଦ, କମିବ ଶୀତ