ବିଜେପିକୁ ବିଜେଡିର ଟାର୍ଗେଟ୍ : ବିଜେପିର ନିର୍ବାଚନୀ ଇସ୍ତାହାରକୁ ମିଛ ମେନିଫେଷ୍ଟୋ କହିଲା ଦଳ

Published By : Prameya-News7 Bureau | May 07, 2024 IST

ଭୁବନେଶ୍ବର ୭।୫: ଶଙ୍ଖ ଭବନରେ ବିଜେଡ଼ିର ପ୍ରସେମିଟ୍ I ବିଜେପିର ମେନିଫେଷ୍ଟୋକୁ ମିଛ କହିଲା ବିଜେଡ଼ି I ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବୁ ବୋଲି ୨୦୧୪ରେ କହିଥିଲେ ଦେଲେ କି ବୋଲି ପ୍ରଶ୍ନ କରିଛି ବିଜେଡି I ଚାଷୀଙ୍କ ଦ୍ବିଗୁଣିତ ୨୦୨୨ କରିବାକୁ କହିଥିଲେ କଲେ କି  ? ଏମ୍‌ଏସ୍‌ପି ୩୧୦୦ ଟଙ୍କା କରିବାକୁ କହିଥିଲେ କେଉଁ ରାଜ୍ୟରେ କରିଛନ୍ତି । ବିଧାନସଭା କମିଟି ଦିଲ୍ଲୀ ଗଲେ  ଲୁଚିଲେ ଦେଖା ଦେଲେନି I ୨୦୧୪ ରେ କହିଥିଲେ ୨କୋଟି ଚାକିରି ଦେବୁ ହେଲେ କିଛି ଦେଇନାହାନ୍ତି  I  ଗରିବଙ୍କୁ ଘର ଦେବୁ, ୧୪ ଲକ୍ଷ ଘର ଦେଲେନି I ଜାତୀୟ ରାଜପଥ ୫୫ ଦୁର୍ବିଶହ, ଶହ ଶହ ଜୀବନ ଗଲାଣି । ତାହା ସମ୍ପୂର୍ଣ୍ଣ କରିପାରିଲେନି  I  ରେଳ ଲାଇନ ବିଛାଇବା ପାଇଁ କହିଲେ କଲେନି  I ମନର ମିଛ ଖାଲି ଭୁଆଁ ବୁଲାଇ ଚାଲିଛନ୍ତି । ଏମିତି କହି ଆଉ ୧୦ବର୍ଷ ପାସ୍ କରିଦେବେ  I 

ଇଣ୍ଟରନେଟ୍ ନାହିଁ I ବ୍ୟାଙ୍କ ସଂଯୋଗୀକରଣ ନାହିଁ I ବାରମ୍ବାର ବିଜୁ ଜନତା ଦଳ ଏ ଦାବି  ଦିଲ୍ଲୀରେ ଉଠାଇଛୁ ହେଲେ ପଦକ୍ଷେପ ନେଲେ ନାହିଁ  I କେନ୍ଦୁପତ୍ର ଉପରେ ଜିଏସଟି ଭଡା କଲେ ନାହିଁ I ରାଜନୈତିକ କାରଣ ଅପରାଧକରଣ । ଯେଉଁମାନେ ସାମିଲ ହୋଇଛନ୍ତି ସେହି ନେତା ମାନଙ୍କୁ ଦଳରେ ମିଶାଇ ଟିକେଟ ଦେଉଛନ୍ତି । ପୋଷ୍ଟର ବୟ କରୁଛନ୍ତି I କେନ୍ଦ୍ରୀୟ ଅନୁଦାନ ଯେତିକି ଦେବା କଥା ଦେଇନାହାନ୍ତି । ସେଥିପାଇଁ ନେତାମାନେ ଆସିଲେ ଭିନ୍ନ ଭିନ୍ନ କଥା କହୁଛନ୍ତି  I  ଆଦିବାସୀ ସମ୍ପ୍ରଦାୟ ମାନଙ୍କୁ ମାନ୍ୟତା ଦେଲେନାହିଁ ।

You Can Read :

କଟକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ନୂଆ ଶୋ’ରୁମ୍, ଉଦଘାଟନ କଲେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.