ବିଜେଡିର ଅଷ୍ଟମ ପର୍ଯ୍ୟାୟ ତାଲିକା : ୩ ବିଧାନସଭା ଆସନ ପାଇଁ ଆସିଲା ପ୍ରାର୍ଥୀଙ୍କ ନାଁ

Published By : Prameya-News7 Bureau | April 27, 2024 IST

ଭୁବନେଶ୍ବର ୨୭।୪: ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବଳକା ଥିବା ୬ ବିଧାନସଭା ଆସନରୁ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଘୋଷଣା ଅନୁଯାୟୀ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ, ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ ।

ଶନିବାର ଘୋଷଣା ତାଲିକା ଅନୁଯାୟୀ,

ଖୋର୍ଦ୍ଧା- ରାଜେନ୍ଦ୍ର ସାହୁ

ବେଗୁନିଆ- ପ୍ରଦୀପ ସାହୁ

ଭୋଗରାଇ- ଗୌତମବୁଦ୍ଧ ଦାସ

 

You Can Read :

ଦଳ ବିରୋଧୀ କାର୍ଯ୍ୟ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀର ଦୁଇ ନେତା ନିଲମ୍ବିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.