LIVE TV

ରାଜ୍ୟରେ ୪୬୧୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ : ୪୦ ସ୍କୁଲ ଖୋଲିଛି, ଆଉ ୫ ଖୋଲିବାକୁ ପ୍ରସ୍ତାବ

NEWS7
Assembly

ଭୁବନେଶ୍ବର ୧୯।୯: ରାଜ୍ୟରେ ୪୬୧୯ ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଜିଲ୍ଲା ସ୍ତରୀୟ କମିଟି ଯାଞ୍ଚ କରି ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଦେବା ପରେ ରାଜ୍ୟ ସ୍ତରୀୟ କମିଟିର ସୁପାରିଶ ପରେ ୪୦ଟି ସ୍କୁଲ ଖୋଲିଛି । ଆଉ ୫ଟି ସ୍କୁଲ ଖୋଲିବାକୁ ପ୍ରସ୍ତାବ ଆସିଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।