ମେଷ- ମନୋଭାବ କିଛି ଅସ୍ଥିର ରହିପାରେ। କିନ୍ତୁ କାମରେ ଧୀରେ ଧୀରେ ସଫଳତା ମିଳିବ। ଅର୍ଥ ଆଗମନ ସାଧାରଣ ରହିବ । ପରିବାରରେ ସମ୍ପର୍କ ଭଲ ରହିବ । ଯାତ୍ରାରେ ସତର୍କ ରୁହନ୍ତୁ । ନୂଆ ଯୋଜନା ଆରମ୍ଭ ପାଇଁ ସମୟ ମଧ୍ୟମ ରହିବ ।

ବୃଷ- ଧନଲାଭର ସୁଯୋଗ ମିଳିପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ । ପରିବାରରେ ଖୁସି ରହିବ । ବ୍ୟବସାୟରେ ଲାଭ ଦେଖିବେ। ପୁରୁଣା ଦେୟ ଫେରସ୍ତ ପାଇବେ। ମନ ଶାନ୍ତ ରହିବ।

ମିଥୁନ- ଅନାବଶ୍ୟକ ଚିନ୍ତା ବଢ଼ିପାରେ। କିନ୍ତୁ ଧୈର୍ଯ୍ୟ ରଖିଲେ ସବୁ ଭଲ ହେବ । କାମରେ ବିଳମ୍ବ ହୋଇପାରେ। ଅର୍ଥ ବ୍ୟୟ ବଢ଼ିବ। ମିତ୍ରଙ୍କ ସହଯୋଗ ମିଳିବ ।

କର୍କଟ- ଦିନଟି ସାଧାରଣ ରହିବ କିନ୍ତୁ ଶ୍ରମ ଅନୁଯାୟୀ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ସାବଧାନ ରୁହନ୍ତୁ। ଅର୍ଥ ଲାଭ ମଧ୍ୟମ ରହିବ। ପରିବାରରେ ଖୁସି ରହିବ । ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ । ନୂଆ ଅବସର ମିଳିପାରେ ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଏବଂ କାମରେ ସଫଳତା ମିଳିବ । ଉଚ୍ଚ ପଦସ୍ଥଙ୍କର ସମର୍ଥନ ମିଳିପାରେ । ଅର୍ଥ ଲାଭ ଭଲ ରହିବ । ପରିବାରରେ ସମ୍ମାନ ବଢ଼ିବ । ସ୍ୱାସ୍ଥ୍ୟ ଭଲ ରହିବ । ଯୋଜନା ସଫଳ ହେବ ।

କନ୍ୟା- କାର୍ଯ୍ୟରେ ଚାପ ବଢ଼ିପାରେ କିନ୍ତୁ ଶେଷରେ ସଫଳତା ମିଳିବ। ଅର୍ଥ ଆଗମନ ମଧ୍ୟମ ରହିବ । ପରିବାରରେ ସମ୍ମତି ରହିବ । ସ୍ୱାସ୍ଥ୍ୟରେ ସାବଧାନ ରୁହନ୍ତୁ । ଯାତ୍ରାରେ ଲାଭ ମିଳିପାରେ । ମନ ଶାନ୍ତ ରହିବ ।

ତୁଳା- ଦିନଟି ମିଶ୍ର ଫଳଦାୟକ ରହିବ । କାର୍ଯ୍ୟରେ ଅବରୋଧ ଆସିପାରେ ।ଅର୍ଥ ବ୍ୟୟ ବଢ଼ିବ। ପରିବାରରେ ସମ୍ପର୍କ ସାଧାରଣ ରହିବ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ । ମିତ୍ରଙ୍କ ସହଯୋଗ ମିଳିବ। ଧୈର୍ଯ୍ୟ ରଖନ୍ତୁ।

ବିଛା- ଦିନଟି ଭଲ ରହିବ ଏବଂ କାମରେ ଉନ୍ନତି ହେବ । ଅର୍ଥ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ସୁଯୋଗ ମିଳିପାରେ । ବ୍ୟବସାୟରେ ଲାଭ ହେବ । ମନ ଖୁସି ରହିବ।

ଧନୁ- କାର୍ଯ୍ୟରେ ସାବଧାନ ରହିବା ଦରକାର । ଅନାବଶ୍ୟକ ବିବାଦ ହୋଇପାରେ । ଅର୍ଥ ବ୍ୟୟ ବଢ଼ିବ। ପରିବାରରେ ସମର୍ଥନ ମିଳିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ । ଯାତ୍ରାରେ ବିଳମ୍ବ ହୋଇପାରେ । ଧୈର୍ଯ୍ୟ ରଖନ୍ତୁ।

ମକର- ଦିନଟି ଉନ୍ନତିକାରକ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ଲାଭ ଭଲ ରହିବ । ପରିବାରରେ ଖୁସି ରହିବ । ସ୍ୱାସ୍ଥ୍ୟ ସୁସ୍ଥ ରହିବ । ନୂଆ କାମ ଆରମ୍ଭ କରିପାରିବେ । ମନୋବଳ ବଢ଼ିବ ।

କୁମ୍ଭ- ମନ ଅସ୍ଥିର ରହିପାରେ ଏବଂ କାର୍ଯ୍ୟରେ ବିଳମ୍ବ ହେବ । ଅର୍ଥ ବ୍ୟୟ ବଢ଼ିବ। ପରିବାରରେ ଛୋଟ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ମିତ୍ରଙ୍କ ସହଯୋଗ ମିଳିବ। ଧୈର୍ଯ୍ୟ ରଖିବା ଆବଶ୍ୟକ।

ମୀନ- ଦିନଟି ଶୁଭ ରହିବ ଏବଂ ନୂଆ ସୁଯୋଗ ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ଲାଭ ହେବ । ପରିବାରରେ ସମ୍ମାନ ବଢ଼ିବ । ସ୍ୱାସ୍ଥ୍ୟ ଭଲ ରହିବ। ଯୋଜନା ସଫଳ ହେବ ।ମନ ଖୁସି ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682​​​​​​​