ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍’, ଜନପଥରେ ବାଇକ୍‌କୁ ଧକ୍କା ଦେଲା

NEWS7
japanese-companies-are-eyeing-india-as-a-base-as-they-adopt-the-china-plus-one-strategy-to-diversify-their-manufacturing-and-supply-chains

ଭୁବନେଶ୍ବର ୨୩।୧: ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ ଲୋକେ । ଏହା ଦେଖି ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର ଓ କଣ୍ଡକ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।