ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ଚରଣ ଚମ୍ପତିକୁ ତଡ଼ିପାର, ରହିଛି ୨୦ରୁ ଅଧିକ ମାମଲା

Published By : Prameya-News7 Bureau | May 06, 2024 IST

ଭୁବନେଶ୍ବର ୬।୫: ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ଚରଣ ଚମ୍ପତିକୁ ତଡ଼ିପାର ଘୋଷଣା କରାଯାଇଛି ।

କାହ୍ନୁକୁ ତଡ଼ିପାର ଘୋଷଣା କରିଛନ୍ତି ପୋଲିସ କମିଶନର । ତଡି଼ପାର ଘୋଷଣା ନେଇ ଡିସିପି ପ୍ରତୀକ ସିଂ ସୂଚନା ପ୍ରଦାନ କରିଛନ୍ତି । ୧୮୦ ଦିନ ପାଇଁ କାହ୍ନୁକୁ ତଡିପାର କରାଯାଇଛି ।

କାହ୍ନୁ ଚମ୍ପତି ନାଁରେ ମଞ୍ଚେଶ୍ବର ସମେତ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି । କାହ୍ନୁ ନାଁରେ ୨୦ରୁ ଅଧିକ ମାମଲା ରହିଛି । ମଞ୍ଚେଶ୍ବର ଥାନାରେ ସର୍ବାଧିକ ମାମଲା । ରସୁଲଗଡରେ କାହ୍ନୁ ଜମାଉଥିଲା ଆଡ୍ଡା ।

You Can Read :

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.