Live Live

ରାଜ୍ୟ

Gas crisis: ମନ୍ତ୍ରୀ କହିଲେ ବିଚଳିତ ହୁଅନି, ହେବନି କଳାବଜାରୀ, ଜାରି ରହିଛି ଚଢାଉ

Gas crisis: ମନ୍ତ୍ରୀ କହିଲେ ବିଚଳିତ ହୁଅନି, ହେବନି କଳାବଜାରୀ, ଜାରି ରହିଛି ଚଢାଉ

March 23, 2026

ଭୁବନେଶ୍ୱର: ଗ୍ୟାସ୍ ସଂକଟ ଭିତରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ବିଚଳିତ ହେବାର କିଛି କାରଣ ନାହିଁ, କାରଣ ରାଜ୍ୟରେ ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ । ରାଜ୍ୟରେ ଆବଶ୍ୟକୀ ଅନୁଯାୟୀ ଗ୍ୟାସ ମହଜୁଦ ଅଛି ବୋଲି କହିଛନ୍ତି ମନ୍ତ୍ରୀ । ସେ ଆହୁରି କହିଛନ୍ତି ୧୪ ହଜାର ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି ।...

ବିଧାନସଭାରେ ଥମୁନି ଏସସିବି ପ୍ରସଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ

March 23, 2026

ଭୁବନେଶ୍ୱର ୨୩।୦୩ : ବିଧାନସଭାରେ ଥମୁନି ହଟ୍ଟଗୋଳ । ଏସସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ । ଯାହାଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି......

ବିଧାନସଭାରେ ଥମୁନି ଏସସିବି ପ୍ରସଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ

ଥାନା ଉପରେ ଚଢ଼ିଗଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

March 23, 2026

କଟକ ୨୩।୩: ଥାନା ଉପରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ । ସିଏ ପୁଣି କଟକ ମଙ୍ଗଳାବାଗ ଥାନାରେ । ମଙ୍ଗଳାବାଗ ଥାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ଦେଖିବାକୁ ଥାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକେ ଯେତେ ବୁଝାଇଥି......

ଥାନା ଉପରେ ଚଢ଼ିଗଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବୋଲେରୋ ଧକ୍କାରେ ବାଇକ୍ ଚୁର୍‌ମାର୍‌, ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

March 23, 2026

ଜୟପୁର ୨୩।୦୩ : ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ପାତ୍ରପୁର ନିକଟସ୍ଥ ଥୋଡରିପୁଟ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । Also Read:-ଟ୍ରେନ୍ରେ ଝୁଲିପଡିଥିଲା ଜୀବନ, ଭଗବାନ......

ବୋଲେରୋ ଧକ୍କାରେ ବାଇକ୍ ଚୁର୍‌ମାର୍‌, ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

Monkey Menace: ଛାତ ଉପରେ ଗୋଡ଼ାଇଲା ମାଙ୍କଡ଼, ଦୌଡ଼ି ଦୌଡ଼ି ତଳକୁ ଖସିପଡ଼ିଲେ ମହିଳା

March 23, 2026

ଆଠଗଡ଼ ୨୩।୩: ଛାତ ଉପରେ ମହିଳାଙ୍କୁ ଏକୁଟିଆ ଦେଖି ଗୋଡ଼ାଇଲା ମାଙ୍କଡ଼ । ଆକ୍ରମଣ ବି କଲା । ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ ମହିଳା । ଭାରସାମ୍ୟ ହରାଇ ଛାତ ଉପରୁ ତଳକୁ ଖସିପଡ଼ିଲେ । ପରିବାର ଓ ଗାଁ ଲୋକ ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥା......

Monkey Menace: ଛାତ ଉପରେ ଗୋଡ଼ାଇଲା ମାଙ୍କଡ଼, ଦୌଡ଼ି ଦୌଡ଼ି ତଳକୁ ଖସିପଡ଼ିଲେ ମହିଳା