ଭୁବନେଶ୍ବର କର୍ପୋରେଟର ନୃପେଶଙ୍କୁ ଆକ୍ରମଣ, ପ୍ରତିବାଦରେ ଥାନା ଘେରିଲେ ଲୋକେ

Published By : Prameya-News7 Bureau | May 07, 2024 IST

ଭୁବନେଶ୍ବର ୭/୫: ଭୁବନେଶ୍ବରରେ କର୍ପୋରେଟରଙ୍କୁ ସଂଘବଦ୍ଧ ଆକ୍ରମଣ ।୫୫ ନମ୍ବର ୱାର୍ଡ କର୍ପେୋରେଟର ନୃପେଶ ନାୟକଙ୍କୁ ଲିଙ୍ଗରାଜ ରଥ ରୋଡରେ ଅତର୍କିତ ଆକ୍ରମଣ କରିଛନ୍ତି ୫ରୁ ୬ ଜଣ ଦୁର୍ବୃତ୍ତ । ଆକ୍ରମଣରେ ନୃପେଶ ଗୁରୁତର ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ ବେଳର ଦୃଶ୍ୟ ଭାଇରାଲ ହେଉଛି । 

() ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଲିଙ୍ଗରାଜ ଥାନା ଘେରିଛନ୍ତି ଶତାଧିକ ଲୋକ । ନୃପେଶଙ୍କୁ କିଏ କଣ ପାଇଁ ଆକ୍ରମଣ କଲେ ସେ ନେଇ କିଛି ଜଣାପଡିନି । ଅଭିଯୋଗ ଆଧାରରେ ଛାନଭିନ କରୁଛି ପୋଲିସ ।

You Can Read: ଦୁଇ ଦିନ ହେବ ନିଖୋଜ ଥିଲେ ଦେବୀ, ଏବେ ଗାଁ ପୋଖରୀରୁ ମିଳିଲା ମୃତଦେହ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.