୪୪ ଡିଗ୍ରୀ ଟପିଲା ୩ ସହରର ତାପମାତ୍ରା, ଅନୁଗୋଳ ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | April 27, 2024 IST

ଭୁବନେଶ୍ବର ୨୭।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୪ ଡିଗ୍ରୀ ଟପିଛି । ୪୪.୭ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୧୪ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । 

ଶନିବାର ରେକର୍ଡ ତାପମାତ୍ରା ଅନୁଯାୟୀ,

ଅନୁଗୋଳ- ୪୪.୭

ଭୁବନେଶ୍ବର- ୪୪.୬

ବାରିପଦା- ୪୪.୨

ବୌଦ୍ଧ- ୪୩.୭

ଢେଙ୍କାନାଳ- ୪୩.୭

ଭବାନୀପାଟଣା- ୪୩.୭

ନୂଆପଡା- ୪୩.୬

ଝାରସୁଗୁଡା- ୪୩.୬

ବଲାଙ୍ଗୀର- ୪୩.୫

ଯାଜପୁର- ୪୩.୫

ତାଳଚେର- ୪୩.୫

ନୟାଗଡ- ୪୩.୫

କଟକ- ୪୩.୪

ଟିଟିଲାଗଡ- ୪୩ 

 

You Can Read :

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.