ନୀଳଗିରି,୧୦/୫: ନାମାଙ୍କନ ଭରିଲେ ସୁକାନ୍ତ ନାୟକ ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁକାନ୍ତ କୁମାର ନାୟକ । ଦ୍ଵିତୀୟ ପ୍ରାର୍ଥୀ ଭାବେ ତାଙ୍କର ଏକ ସେଟ୍ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ତଥା ନୀଳଗିରି ଉପ-ଜିଲ୍ଲାପାଳଙ୍କ ଠାରେ ଭରିଛନ୍ତି ପ୍ରାର୍ଥୀପତ୍ର ।
ତେବେ ଆଗାମୀ ୧୩ ତାରିଖରେ ସାଥୀ ଓ ସମର୍ଥକଙ୍କ ସହିତ ତାଙ୍କର ଦ୍ଵିତୀୟ ସେଟ୍ ପ୍ରାର୍ଥୀପତ୍ର ଦାଖଲ ଶୋଭଯାତ୍ରା କରିବେ ବୋଲି ଜଣାଯାଇଛି ।
ପ୍ରାର୍ଥୀପତ୍ର ଦାଖଲ ସମୟରେ ବରିଷ୍ଠ ଆଡଭୋକେଟ ତଥା ବିଜେଡ଼ି ନେତା ଅମରେନ୍ଦ୍ର ପଟ୍ଟନାୟକ ଙ୍କ ସମେତ ପ୍ରସ୍ତାବକ ଲୋକନାଥ ଦଳେଇ, ସମର୍ଥକ ନିବାଶିଶ ଦ୍ଵିବେଦୀ ଓ ଆଡଭୋକେଟ ସୋମନାଥ ନାୟକ, ଦିଗାମ୍ବର ସ ପ୍ରମୁଖ ଉପସ୍ଥିତ ଥିଲେ ।