LIVE TV

ସବ୍ ଇନ୍ସପେକ୍ଟରଙ୍କୁ ଗର୍ଭବତୀ କରାଇ, ଗର୍ଭ ନଷ୍ଟ ଅଭିଯୋଗ : IICଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

NEWS7
Arrest

ଭୁବନେଶ୍ବର ୧୦: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ସବ୍ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଇଆଇସି ଅଭିଯୁକ୍ତ ଯଶଓ୍ବନ୍ତ ଆଚାର୍ଯ୍ୟ ଗିରଫ ହୋଇଛନ୍ତି I ଏସ୍‌ଆଇଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ I ଅଭିଯୋଗ ଅନୁସାରେ, ଦୀର୍ଘଦିନ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରି ଚାଲିଥିଲେ I ଏପରିକି ଗର୍ଭବତୀ କରାଇ, ଗର୍ଭ ନଷ୍ଟ କରିଥିବା ଅଭିଯୋଗ ମଧ୍ୟ ହୋଇଛି I ୨୦୧୭ ବ୍ୟାଚର ଏହି ଅଫିସର ଆଇଆଇସି ରାଙ୍କକୁ ପଦୋନ୍ନତି ପାଇ ଏବେ କଳାହାଣ୍ଡିକୁ ଯାଇଥିଲେ I