ମୋରଡା ୧୧: ମୋରଡା ବ୍ଲକ୍‌ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।

​​​​​​​

ସୂଚନାଯୋଗ୍ୟ ଯେ, ଗଦାଧରଙ୍କ ଅବସର କାଳୀନ କ୍ଲିୟରାନ୍ସ ପାଇଁ ନେଉଥିଲେ ୨ ହଜାର ଟଙ୍କା । ଗଦାଧର ଏହି ବ୍ଲକରେ ପୂର୍ବରୁ ଭିଏଲ୍‌ଡବ୍ଲୁ ଥିଲେ ।