ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର

Published By : Prameya-News7 Bureau | May 04, 2024 IST

ରାଉରକେଲା ୪।୫: ବ୍ରାହ୍ମଣୀରେ ବୁଡିଗଲେ ତିନି ସାଙ୍ଗ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ନିଖୋଜ ଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତରକେରା ଡ୍ୟାମ୍‌ରେ ଗାଧୋଇବା ସମୟରେ ୩ ସାଙ୍ଗ ବୁଡ଼ିଯାଇଥିଲେ । ତିନି ସାଙ୍ଗ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ । ରାଉରକେଲା ଅଞ୍ଚଳରେ ତିନି ସାଙ୍ଗ ।

You Can Read :

ଜୟପୁର ଓ କୋଟପାଡ଼ରେ ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.