SI କେଳେଙ୍କାରୀ ମାମଲା, ଘୁଞ୍ଚିଲା ମୁନା ମହାନ୍ତି ସମେତ ୮ଜଣଙ୍କ ଜାମିନ ଆବେଦନର ଶୁଣାଣି

NEWS7
lords-to-lose-out-on-4mn-pound-in-wtc-final-revenue-after-india-fail-to-qualify

କଟକ ୨୨।୦୧ : ପୋଲିସ ଏସଆଇ କେଳେଙ୍କାରୀ ମାମଲା । ମୁନ୍ନା ମହାନ୍ତି ସମେତ ମୋଟ ୮ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ ହୋଇଥିଲା । ଆସନ୍ତା ୧୬ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ।