ମେଷ- ନୂତନ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ଦିଗରେ ଲାଭର ସମ୍ଭାବନା ରହିଛି। ପରିବାରରେ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଯାତ୍ରା ସୁଫଳଦାୟକ ହେବ। ନୂତନ ପରିଚୟ ଉପକାରୀ ହେବ । ଅଟକିଥିବା କାମ ସମାପ୍ତ ହେବ ।

ବୃଷ- ଧନ ଆଗମନ ହେବାର ସମ୍ଭାବନା ଅଛି। କିଛି ଚିନ୍ତା ମନକୁ ଅଶାନ୍ତ କରିପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ପାରିବାରିକ ବିବାଦ ହୋଇପାରେ । କାମରେ ଧୈର୍ଯ୍ୟ ଧରନ୍ତୁ। ଅପେକ୍ଷିତ ଖବର ମିଳିପାରେ। ପୁରୁଣା ଋଣ କମିପାରେ।

ମିଥୁ- ମନୋବଳ ବଢ଼ିବ ଓ କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ମିତ୍ରମାନଙ୍କ ସହ ମିଳନ ହେବ। ନୂତନ ଯୋଜନା ସଫଳ ହେବ । ଶିକ୍ଷାରେ ଉନ୍ନତି ଦେଖାଯିବ। ପ୍ରତିଷ୍ଠା ବଢ଼ିବ। ପ୍ରୟାସ ସଫଳ ହେବ ।

କର୍କଟ- ଘାତ ବାର ଥିବାରୁ ସାବଧାନ ରହନ୍ତୁ । ଅନାବଶ୍ୟକ ବିବାଦ ରୁହନ୍ତୁ । ଧନ ହାନିର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଅସୁବିଧା ହୋଇପାରେ। ଦୂର ଯାତ୍ରା ଏଡ଼ାନ୍ତୁ। କାର୍ଯ୍ୟରେ ବିଳମ୍ବ ହେବ । ମନ ଅଶାନ୍ତ ରହିପାରେ ।

ସିଂହ- ଦିନଟି ଭଲ ରହିବ। କାର୍ଯ୍ୟରେ ପ୍ରଶଂସା ମିଳିବ। ଧନ ଲାଭ ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ସୁଖ ରହିବ । ନୂତନ ସୁଯୋଗ ମିଳିବ । ପଦୋନ୍ନତି ସମ୍ଭାବନା ରହିଛି ।

କନ୍ୟା- ଘାତ ଚନ୍ଦ୍ର ଥିବାରୁ ମନ ଅଶାନ୍ତ ରହିପାରେ । କାମରେ ବାଧା ଆସିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବ । ଶାରୀରିକ କ୍ଲାନ୍ତି ହେବ । ଧୈର୍ଯ୍ୟ ଧରି କାମ କରନ୍ତୁ। ନିଷ୍ପତ୍ତିରେ ସତର୍କ ରହନ୍ତୁ। ବିବାଦ ଏଡ଼ାନ୍ତୁ ।

ତୁଳା- ନୂତନ ସୁଯୋଗ ମିଳିବ। ଆର୍ଥିକ ଲାଭ ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ହେବ। ଯାତ୍ରା ଶୁଭ ରହିବ। ମନରେ ଆନନ୍ଦ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।

ବିଛା- ଦିନଟି ଅନୁକୂଳ ନୁହେଁ । କାର୍ଯ୍ୟରେ ବାଧା ଆସିପାରେ। ଧନ ହାନି ହେବାର ସମ୍ଭାବନା ଅଛି । ପରିବାରରେ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟରେ ସମସ୍ୟା ହେବ । ମନ ଅଶାନ୍ତ ରହିପାରେ । ବିବାଦରୁ ଦୂରେଇ ରହନ୍ତୁ ।

ଧନୁ- ଦିନଟି ଶୁଭ ରହିବ। ଧନ ଆଗମନ ହେବ । କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସହଯୋଗ ମିଳିବ। ଯାତ୍ରା ଲାଭକାରୀ ହେବ। ମନୋକାମନା ପୂରଣ ହେବ ।

ମକର- ଦିନଟି ଭଲ ରହିବ। କାର୍ଯ୍ୟରେ ଉନ୍ନତି ହେବ। ଧନ ଲାଭ ହେବ। ପରିବାରରେ ସୁଖ ରହିବ। ନୂତନ ସୁଯୋଗ ମିଳିବ। ପ୍ରୟାସ ସଫଳ ହେବ। ସମ୍ମାନ ବଢ଼ିବ।

କୁମ୍ଭ- ମିଶ୍ର ଫଳ ମିଳିବ। କିଛି କାମ ସଫଳ ହେବ ଓ କିଛିରେ ବାଧା ଆସିପାରେ । ଧନ ଆଗମନ ସାଧାରଣ ରହିବ। କାର୍ଯ୍ୟରେ ଅଳ୍ପ ଚାପ ରହିପାରେ। ପରିବାରରେ ସମନ୍ୱୟ ରଖନ୍ତୁ। ଧୈର୍ଯ୍ୟ ଧରନ୍ତୁ। ନିଷ୍ପତ୍ତିରେ ସତର୍କ ରହନ୍ତୁ।

ମୀନ- ଦିନଟି ଅନୁକୂଳ ନୁହେଁ। କାମରେ ବାଧା ଆସିପାରେ । ଧନ ହାନି ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟରେ ସମସ୍ୟା ହେବ। ପରିବାରରେ ଚିନ୍ତା ବଢ଼ିପାରେ। ମନ ଅଶାନ୍ତ ରହିପାରେ । ଯାତ୍ରା ଏଡ଼ାନ୍ତୁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682