News7 Logo

ଆର୍ଥିକ ଦିଗରେ କିଛି ସୁଯୋଗ ମିଳିପାରେ, ପରିଶ୍ରମ ଅଧିକ ରହିବ

NEWS7
rashiphala

ମେଷ ଦିନ ମେଷ ରାଶିଙ୍କୁ ମିଶ୍ରିତ ପରିଣାମ ଦେଖାଯିବ। କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ, କିନ୍ତୁ ଶେଷରେ ଶୁଭ ଫଳ ମିଳିବ। ଆର୍ଥିକ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ପରିବାରରେ ବୃଦ୍ଧଙ୍କ ପରାମର୍ଶକୁ ଗ୍ରହଣ କରିଲେ ଲାଭ ହେବ। ସ୍ୱାସ୍ଥ୍ୟରେ ସାଧାରଣ କ୍ଲାନ୍ତି କିମ୍ବା ସର୍ଦି-କାଶ ହୋଇପାରେ।

ବୃଷ ବୃଷ ରାଶିଙ୍କୁ ଦିନ ଶୁଭ ସମ୍ବାଦ ଓ ଆର୍ଥିକ ଲାଭ ଦେବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଫଳ ଭଲ ମିଳିବ। ବ୍ୟବସାୟରେ ପୁରୁଣା ବିନିଯୋଗରୁ ଲାଭ ହେବ। ପରିବାରରେ ସନ୍ତାନଙ୍କ ପକ୍ଷରୁ ଖୁସିର ସମ୍ବାଦ ମିଳିପାରେ। ମାନସିକ ଆନନ୍ଦ ବଢ଼ିବ। ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ।

ମିଥୁନ ମିଥୁନ ରାଶିଙ୍କ ପାଇଁ ଦିନ କେତେକ କଠିନ ହୋଇପାରେ। କାର୍ଯ୍ୟରେ ବିବାଦ କିମ୍ବା ବାଧା ଦେଖାଯିବ। ଆର୍ଥିକ ଦିଗରେ ସାବଧାନ ହୋଇଚାଲିବା ଆବଶ୍ୟକ। ପରିବାରରେ ଛୋଟ-ମୋଟ ମନମୁଟାବ ସମ୍ଭବ। ସ୍ୱାସ୍ଥ୍ୟରେ ମାନସିକ ଚାପ ବଢ଼ିପାରେ। ବୃଦ୍ଧଙ୍କ ପରାମର୍ଶକୁ ମାନିଲେ କେତେକ ସମସ୍ୟାର ସମାଧାନ ମିଳିବ।

କର୍କଟ କର୍କଟ ରାଶିଙ୍କୁ ମିଶ୍ରିତ ପରିଣାମ ମିଳିବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ବେଶି ହେବ, କିନ୍ତୁ ଶେଷରେ ସଫଳତା ଆସିବ। ଆର୍ଥିକ ଦିଗରେ କିଛି ସୁଯୋଗ ମିଳିପାରେ। ପରିବାରରେ ସମନ୍ୱୟ ଓ ସମର୍ଥନ ରହିବ। ସ୍ୱାସ୍ଥ୍ୟରେ ଛୋଟ-ମୋଟ ସମସ୍ୟା ଆସିପାରେ। ଯାତ୍ରାରେ ସାବଧାନତା ଦରକାର।

ସିଂହ ସିଂହ ରାଶିଙ୍କୁ କେତେକ ବିରୋଧୀଙ୍କୁ ସାମ୍ନା କରିବାକୁ ପଡ଼ିବ। କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ହୋଇପାରେ। ଆର୍ଥିକ ଖର୍ଚ୍ଚ ବେଶିବ। ପରିବାରରେ ମନମୁଟାବ ସମ୍ଭବ। ସ୍ୱାସ୍ଥ୍ୟରେ ଉଚ୍ଚ ରକ୍ତଚାପ କିମ୍ବା କ୍ଲାନ୍ତିର ସମସ୍ୟା ହୋଇପାରେ। ଧୈର୍ଯ୍ୟ ଧରିଲେ ଦିନଟି ସୁଖଦ ହେବ।

କନ୍ୟା କନ୍ୟା ରାଶିଙ୍କୁ ଦିନ ଶୁଭ। କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନଙ୍କ ପକ୍ଷରୁ ପ୍ରଗତିର ସମ୍ବାଦ ମିଳିବ। ସ୍ୱାସ୍ଥ୍ୟରେ ସୁସ୍ଥତା ରହିବ।

ତୁଳା ତୁଳା ରାଶିଙ୍କୁ ମିଶ୍ରିତ ପରିଣାମ ଦେଖାଯିବ। କାର୍ଯ୍ୟରେ ପରିଶ୍ରମ ବେଶି ହେବ, କିନ୍ତୁ ଫଳ କମ୍ ଆସିବ। ବ୍ୟବସାୟରେ କେତେକ ବିଳମ୍ବ ସମ୍ଭବ। ପରିବାରରେ ମନମୁଟାବ ହେଲେମଧ୍ୟ, ବୃଦ୍ଧଙ୍କ ସହାୟତାରେ ସମସ୍ୟା ସମାଧାନ ହେବ। ସ୍ୱାସ୍ଥ୍ୟରେ କ୍ଲାନ୍ତି କିମ୍ବା ଶରୀରିକ ଦୁର୍ବଳତା ହୋଇପାରେ। ସହନଶୀଳତା ଧରିଲେ ଦିନଟି ଭଲ

ବିଛା- ବିଛା ରାଶିଙ୍କୁ କେତେକ କଠିନାଇର ସାମ୍ନା କରିବାକୁ ପଡ଼ିବ। କାର୍ଯ୍ୟରେ ବାଧା, ଅଧିକ ପରିଶ୍ରମ କିନ୍ତୁ ଫଳ କମ୍। ଆର୍ଥିକ ଦିଗରେ ଅନାପେକ୍ଷିତ ଖର୍ଚ୍ଚ ବଢ଼ିବ। ପରିବାରରେ ମନମୁଟାବ ହୋଇପାରେ। ସ୍ୱାସ୍ଥ୍ୟରେ ସର୍ଦି-କାଶ, ମୁଣ୍ଡବଥା ସମସ୍ୟା ଦେଖାଯିବ। ଧୈର୍ଯ୍ୟ ଓ ସାବଧାନତାରେ ଦିନଟି କାଟିବା ଉଚିତ।

ଧନୁ ଧନୁ ରାଶିଙ୍କୁ ଦିନରେ କାର୍ଯ୍ୟକ୍ଷେତ୍ରରେ ବାଧା ଏବଂ ବିଳମ୍ବ ସମ୍ଭବ। ଆର୍ଥିକ ସମସ୍ୟାରୁ ମନ ଅଶାନ୍ତ ହେବ। ପରିବାରରେ ବିବାଦ କିମ୍ବା ସନ୍ତାନ ପକ୍ଷରୁ ଚିନ୍ତାର କାରଣ ହୋଇପାରେ। ସ୍ୱାସ୍ଥ୍ୟରେ ପାଚନ ସମସ୍ୟା କିମ୍ବା ଅସୁବିଧା ହୋଇପାରେ। ନିଜକୁ ସାବଧାନ ରଖିବା ଆବଶ୍ୟକ। ପରିଶ୍ରମ କରିଲେ ଶେଷରେ ଫଳ ଭଲ ହେବ।

ମକର ମକର ରାଶିଙ୍କୁ ଆଜି ମିଶ୍ରିତ ଫଳ ମିଳିବ। କାର୍ଯ୍ୟରେ ପରିଶ୍ରମ ବେଶି, କିନ୍ତୁ ଶୁଭ ଫଳ ମିଳିବ। ବ୍ୟବସାୟରେ ଲାଭ ହୋଇପାରେ। ପରିବାରରେ ସହଯୋଗ ଓ ସମ୍ମାନ ମିଳିବ। ସନ୍ତାନଙ୍କ ପକ୍ଷରୁ ଖୁସିର ସମ୍ବାଦ ଆସିପାରେ। ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ।

କୁମ୍ଭ କୁମ୍ଭ ରାଶିଙ୍କୁ ଦିନ ଖୁବ ଶୁଭ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ସୁଯୋଗ ଓ ଲାଭ ଆସିବ। ଆର୍ଥିକ ଦିଗରେ ଶୁଭ ସମ୍ଭାବନା। ପରିବାରରେ ଖୁସି, ସମ୍ମାନ ଓ ସମର୍ଥନ ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ଓ ଉତ୍ସାହପୂର୍ଣ୍ଣ ରହିବ।

ମୀନ ମୀନ ରାଶିଙ୍କୁ ଦିନ ଶୁଭ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ମିଳିବ। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସି ଓ ସମର୍ଥନ ମିଳିବ। ସନ୍ତାନଙ୍କ ପକ୍ଷରୁ ପ୍ରଗତିର ସମ୍ବାଦ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682