LIVE TV
LIVE TV

ପ୍ରତାପ ଜେନା କହିଲେ ୨୦୨୪ ନିର୍ବାଚନ ପରାଜୟର କାରଣ: ‘ବିଶ୍ବାସୀ ମାନେ ବିଶ୍ବାସଘାତ କଲେ’

NEWS7
earth-to-get-a-temporary-mini-moon-named-2024-pt5

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା କହିଲେ ୨୦୨୪ ନିର୍ବାଚନ ପରାଜୟର କାରଣ। କଟକ ଜିଲ୍ଲା ନିଶ୍ଚିତ କୋଇଲି ବ୍ଲକ ଜମରା ପଞ୍ଚାୟତ ଗର୍ଭେଶ୍ବରି ମନ୍ଦିର ପରିସରରେ ବିଜୁଜନତା ଦଳର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀରେ ପ୍ରତାପ ଜେନା କହିଛନ୍ତି ନିର୍ବାଚନ ପରାଜୟର କାରଣ।

ପ୍ରତା କହିଛନ୍ତି ‘୨୦୨୪ ନିର୍ବାଚନରେ ହାରିବାର ମୁଖ୍ୟ କାରଣ ମୁଁ କିଛି ଲୋକଙ୍କୁ ଅନ୍ଧ ଭଳି ବିଶ୍ଵାସ କରୁଥିଲି। ସେହି ଲୋକମାନେ ବିରୋଧୀଙ୍କ ଠାରୁ ଟଙ୍କା ନେଇ ମୋ ସହିତ ବିଶ୍ୱାସ ଘାତକତା କଲେ, ବିଜୁ ଜନତା ଦଳ ସହିତ ବିଶ୍ଵାସ ଘାତକତା କଲେ। ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ଜନପ୍ରିୟ ନେତା ପ୍ରତାପ ଜେନା’’