ନାମାଙ୍କନ ଭରିଲେ ଦେବାଶିଷ ପଟ୍ଟନାୟକ, ସମର୍ଥକଙ୍କ ଗହଣରେ କଲେ ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | May 06, 2024 IST

‌ବାଙ୍କୀ: ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ସରିଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଏହି ଅବସରରେ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ସୋମବାର ନିଜ ସମର୍ଥକଙ୍କ ସହିତ କଟକ ସାଂସଦ ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ର ବାଙ୍କୀ ଗୋଲେଇ ମାର୍କେଟ ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ବାଙ୍କୀ ବିଧାନସଭା କ୍ଷେତ୍ର ଲାଗି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.