ପଶ୍ଚିମ ଓଡିଶାରେ କମୁନି ତାତି, ୪୪.୫ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | May 06, 2024 IST

ଭୁବନେଶ୍ବର ୬।୫: ଆଜି ବି ତାତି ଜୋର । ପଶ୍ଚିମ ଓଡ଼ିଶାରେ ତାତି କମୁନି, ଉପକୂଳରେ ସାମାନ୍ୟ ଆଶ୍ୱସ୍ତି । ୪୪ ଡିଗ୍ରୀ ପାର୍ କଲା ତାପମାତ୍ରା । ସୋମବାର ୪୪.୫ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୩ ଡିଗ୍ରୀ ଉପରେ ପଶ୍ଚିମ ଓଡ଼ିଶାର ୭ ସହର ରହିଛି । 

ସୋମବାର ରେକର୍ଡ ତାପମାତ୍ରା ଅନୁଯାୟୀ, ବଲାଙ୍ଗୀର ୪୪.୫, ଟିଟିଲାଗଡ଼ ୪୪, ବୌଦ୍ଧ ୪୩.୫, ଝାରସୁଗୁଡ଼ା ୪୩.୪, ସମ୍ବଲପୁର ୪୩.୪, ଭବାନୀପାଟଣା ଓ ବରଗଡ ୪୩, ଭୁବନେଶ୍ୱର ୩୯.୮, କଟକ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

You Can Read :

ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତ, ଚାଲିଗଲା ଯୁବକଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.