News7 Logo

ନୂଆପଡାରେ ପୁଣି ବାଘ ଆତଙ୍କ : ଗାଈ ଚରାଇବା ବେଳେ ବାଛୁରୀକୁ ଟାଣିନେଲା

NEWS7
Tiger

ନୂଆପଡ଼ା ୩୯: ନୂଆପଡାରେ ପୁଣି ବାଘ ଆତଙ୍କ । ନୂଆପଡା ରେଞ୍ଜ ଦିଆମୁଣ୍ଡା ପାଖ ଚନ୍ଦନପୁରରେ ବାଛୁରୀ ଶିକାର କଳା କଳରାପତରିଆ ବାଘ ।

ସୁନାବେଡା ଅଭୟାରଣ୍ୟ ଭିତରେ ଗାଈ ଚରାଉଥିବା ବେଳେ ରଘୁ ନାଗଙ୍କ ବାଛୁରୀକୁ ମାରିଛି ବାଘ । ସକାଳୁ ମାରିଥିବା ବେଳେ ପରେ ଅନ୍ୟ ଏକ ସ୍ଥାନକୁ ଟାଣି ନେଇଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ବନ କର୍ମଚାରୀ । ପାଟି ଡ଼ଙ୍ଗରରେ ଗାଈ ଚରାଉଥିବା ବେଳେ ବାଛୁରୀକୁ ଟାଣି ନେଲା ବାଘ ।