LIVE TV

ନୂଆପଡ଼ାରେ ବିଜେପି ଜିତିବାକୁ ଲୋକେ ଚାହୁଁଛନ୍ତି ; ଆମେ ନିଶ୍ଚୟ ଜିତିବୁ, ଯଶସ୍ବୀ ହେବୁ

NEWS7
BJP

ଭୁବନେଶ୍ବର ୨୮୯: ଆମେ ଜିତିବୁ ନୂଆପଡା । ବିଜେପି ଜିତିବାକୁ ଲୋକମାନେ ଚାହୁଁଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦଳର ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ଦଳ ନିଷ୍ପତ୍ତି ନେବ । ନୂଆପଡାରେ ଆମେ ନିଶ୍ଚୟ ଜିତିବୁ, ଯଶସ୍ବୀ ହେବୁ । ଆମେ ଜିତିବା ପାଇଁ ଲୋକମାନେ ଚାହୁଁଛନ୍ତି । ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି । ବିଜେପି ଜିତିଲେ ସେ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ ବୋଲି ମନମୋହନ କହିଛନ୍ତି ।