LIVE TV

ରାଜ୍ୟ ମହିଳା କଂଗ୍ରେସ ହେବ ସୁଦୃଢ, ୧୦ ଉପସଭାପତି ଓ ୨୨ ସାଧାରଣ ସମ୍ପାଦିକାଙ୍କ ମିଳିଲା ଦାୟିତ୍ୱ

NEWS7
pcc

ଭୁବନେଶ୍ଵର ୦୯।୧୦ : ଆହୁରି ସୁଦୃଢ ହେବ ରାଜ୍ୟ ମହିଳା କଂଗ୍ରେସ। ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, ଓ ପରାମର୍ଶଦାତାଙ୍କ ନାଁ ଘୋଷଣା କରିଛନ୍ତି ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ଵା। ଉପସଭାପତି ପଦରେ ୧୦ ମହିଳା ସଙ୍ଗଠକଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପାଇଁ ଜୟଶ୍ରୀ ପଟ୍ଟନାୟକ, ରାଉରକେଲା ପାଇଁ ଦେବସ୍ମିତା ସାମଲ, ମୟୂରଭଞ୍ଜ ୱେଷ୍ଟ ପାଇଁ ଜବାମଣି ଟୁଡୁ, ସୁନ୍ଦରଗଡ଼ ପାଇଁ ସୁନୀତା ବିଶ୍ଵାଳ, କଟକ ପାଇଁ ବିଶ୍ଵକଲ୍ୟାଣୀ କର, କଳାହାଣ୍ଡି ପାଇଁ ଦ୍ରୌପଦୀ ମାଝୀ, ଜଗତସିଂହପୁର ପାଇଁ ପ୍ରତିଭା ମଲ୍ଲିକ, କଟକ ପାଇଁ ଅନୀତା ନାୟକ ଓ ସ୍ଵର୍ଣ୍ଣପ୍ରଭା ପଶାୟତ, ଭୁବନେଶ୍ଵର ପାଇଁ ପ୍ରଣତି ମିଶ୍ରଙ୍କୁ ନିଯୁକ୍ତି ମିଳିଛି।

ସେହିପରି ସାଧାରଣ ସମ୍ପାଦକ ପଦରେ ୨୨ ଜଣଙ୍କୁ ନିଯୁକ୍ତି ମିଳିଛି। ବାସନ୍ତି ସାମଲ, ହରବତୀ ଗୋଣ୍ଡ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ସ୍ଵର୍ଣ୍ଣଲତା ରାୟ, ଗୋରେଟି ଏକ୍ସ, ପ୍ରିତିଚାନ୍ଦ କୈବଲ୍ୟ ନାୟକ, ଦୀପ୍ତିରାଣୀ ପ୍ରଧାନ, ଅମିସା ସାମନ୍ତରାୟ, ନିରୁପମା ପାତ୍ର, ସୁପ୍ରଭା ବରାଇ, ଶ୍ରେୟା ମହାନ୍ତି, ବନ୍ଦିତା ମହାନ୍ତି, ଅନୀତା ନାୟକ, ଏଲିଶ ମିଞ୍ଜ, ପିଙ୍କି କହଁର, ପ୍ରଗତି ନାୟକ, ସୁବାଷିନୀ ବିଶୋଇ, ସୁତାପା ମିତ୍ର, ମୀରା ମଣ୍ଡଳ, ଇଶରତ ଜହାଁ, ଲିଜାରାଣୀ ରାଉତଙ୍କୁ ଦାୟିତ୍ଵ ମିଳିଛି।

ସମ୍ପାଦକ ପଦରେ ୪୫ ଜଣଙ୍କୁ ଦାୟିତ୍ଵ ମିଳିଛି। ସେମାନଙ୍କ ମଧ୍ୟରେ ବୀନତି ପଢିଆରୀ, ଅମିତାବଳ ଆଚାର୍ଯ୍ୟ, ଦେବସ୍ମିତା ସାହୁ, ନନ୍ଦି ଗୌରୀ, ମାଳତୀ ନାୟକ, ଜ୍ୟୋତି ଲାକ୍ରା, ନନ୍ଦିନି ଲାକ୍ରା, ସବିତା ଚାନ୍ଦ, ରୀନା ବେହେରା, ମାମିନା ଭୂମିଆ, ସ୍ଵସ୍ତିକା ପଣ୍ଡା, ନମିତା ମାଝୀ, ମାମିନା ପାତ୍ର, ସୁଦୀପ୍ତା ଦାଶ, ମହେନ୍ଦ୍ରି ସାହୁ, ଚୈତାଳୀ ପଟ୍ଟନାୟକ, ଗୌରୀ ବିଶୋଇ, କବିତା ପ୍ରିୟଦର୍ଶିନୀ ଦାସ, ମୀନତି ରାଉତ, ପ୍ରଜ୍ଞା ପି ବେହେରା, ପ୍ରତିମା ପଣ୍ଡା, ସିଲି ସେଠି, କଳ୍ପନା ଆପ୍ଟ, ରଞ୍ଜିତା ଜୋଶୀ, ତ୍ରିଷ୍ଣା ରାୟ, ମନୋରମା ଖଟୁଆ, ଉଷାରାଣୀ ମହନ୍ତ, ରଞ୍ଜିତା ନାୟକ, ଜ୍ୟୋସ୍ନା ସେନାପତି, ବୁଲକି ସେଠ, ମୀନାକ୍ଷି ପ୍ରଧାନି, ସ୍ଵର୍ଣ୍ଣଲତା ବାନରା, ଲିପିକା ପାଲ୍, ନିରୂପମା ବେହେରା, ନୀଳିମା ଅଗ୍ରୱାଲ, ବଂଶୀଧରା ସାମନ୍ତରାୟ, ରଞ୍ଜିତା ହେମ୍ଵ୍ରମ, ପ୍ରତିମା ନାୟକ, ଲକ୍ଷ୍ମୀ ସବର, ସୁଦେଷ୍ଣା ପଣ୍ଡା, ଜ୍ୟୋତି ତାଲୁଜା, ଜୟସ୍ମିତା ମହାନ୍ତି, ପୂର୍ଣ୍ଣିମା ବେହେରା, ରୀନା ବେହେରାଙ୍କୁ ଦାୟିତ୍ଵ ମିଳିଛି।

ସେହିପରି ପରାମର୍ଶଦାତା ଭାବେ ୪ ଜଣଙ୍କୁ ଦାୟିତ୍ଵ ମିଳିଛି। ସେମାନଙ୍କ ମଧ୍ୟରୁ ବିଜୟଲକ୍ଷ୍ମୀ ସାହୁ, ସରସ୍ଵତୀ ହେମ୍ଵ୍ରମ, ଗିରିବାଳା ବେହେରା, ରତ୍ନମଣି ଉଲକାଙ୍କୁ ନିୟୋଜିତ କରାଯାଇଛି।  ​​​​​​​