News7 Logo

ସେପ୍ଟେମ୍ବର ୧୦ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
horoscope

ମେଷଦିନରେ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ପାଇବେ। ବ୍ୟବସାୟୀଙ୍କ ପାଇଁ ନୂଆ ଚୁକ୍ତି ସାର୍ଥକ ହେବ। ଧନ ଆଗମନର ସୁଯୋଗ ରହିଛି। ପାରିବାରିକ ପରିସ୍ଥିତି ଭଲ ରହିବ। ସ୍ନେହିଜନଙ୍କ ସହ ସମ୍ପର୍କ ଗଭୀର ହେବ। ଶିକ୍ଷାର୍ଥୀଙ୍କୁ ସଫଳତା ମିଳିପାରେ।

ବୃଷଦିନଟି ବୃଷ ପାଇଁ ମଙ୍ଗଳକାରୀ। ଆର୍ଥିକ ଦିଗରେ ଲାଭଦାୟକ ଫଳ ମିଳିବ। ପାରିବାରିକ ସମ୍ପର୍କରେ ସ୍ନେହ-ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରିବେ। ସାହିତ୍ୟ, କଳା କିମ୍ବା ସୃଜନଶୀଳ କାମରେ ପ୍ରଶଂସା ମିଳିବ। ମିତ୍ରଙ୍କ ସହିତ ମଙ୍ଗଳମୟ ସମୟ। ଭ୍ରମଣରୁ ଆନନ୍ଦ ଲାଭ।

ମିଥୁନମିଥୁନ ରାଶି ପାଇଁ ଦିନଟି ଶୁଭ ରହିବ। ଦୀର୍ଘଦିନର କୌଣସି ଇଚ୍ଛା ପୂର୍ଣ୍ଣ ହେବ। କାମରେ ପ୍ରଶଂସା ମିଳିବ। ବ୍ୟବସାୟୀ ଲାଭରେ ରହିବେ। ଯାତ୍ରାରୁ ଲାଭ ମିଳିବଶିକ୍ଷାରେ ନୂଆ ସୁଯୋଗ ରହିଛି

କର୍କଟଦିନଟି କଷ୍ଟଦାୟକ ରହିପାରେ କାର୍ଯ୍ୟରେ ବାଧା ଓ ବିଳମ୍ବ ହେବ। ଅନାବଶ୍ୟକ ଖର୍ଚ୍ଚ ରହିପାରେ। ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିପାରେ। ଜଗି ରଖି ଚଳନ୍ତୁ।

ସିଂହବ୍ୟବସାୟରେ ଲାଭର ସମ୍ଭାବନା। ଧନ ସଞ୍ଚୟରେ ବୃଦ୍ଧି। ପରିବାରରେ ସୁଖ-ଶାନ୍ତି। ସାହିତ୍ୟ, ସଂଗୀତ କିମ୍ବା କଳାରେ ସାର୍ଥକତା। ସ୍ନେହ-ପ୍ରେମରେ ନୂଆ ଆଶା। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟାରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ। କାର୍ଯ୍ୟରେ ନୂତନ ପ୍ରସ୍ତାବ ଆସିପାରେ। ବ୍ୟବସାୟରେ ଶୁଭ-ସୁଯୋଗ ରହିଛି ପାରିବାରିକ ସାହାଯ୍ୟ ମିଳିବ। ଶିକ୍ଷାରେ ସାର୍ଥକତା। ନୂଆ ଲୋକଙ୍କ ସହିତ ସମ୍ପର୍କ ଉପକାରୀ ହେବସ୍ୱାସ୍ଥ୍ୟ ଭଲ ରହିବ।

ତୁଳାସଫଳତାର ଦିନ ରହିବନିଜ ପ୍ରୟାସରେ ମହତ୍ତ୍ୱପୂର୍ଣ୍ଣ କାମ ସାରିପାରିବେ। ପରିବାରରେ ଖୁସି। ବ୍ୟବସାୟରେ ନୂଆ ଅର୍ଥିକ ସୁଯୋଗ। ସ୍ନେହଜନଙ୍କ ସହିତ ମଙ୍ଗଳମୟ ସମୟ। ଧନ-ଧାନ୍ୟରେ ବୃଦ୍ଧି। ଭ୍ରମଣରୁ ଲାଭ। ନୂଆ ପରିକଳ୍ପନାରେ ସଫଳତା।

ବିଛାକାମରେ ବାଧା ଓ ତ୍ରୁଟି ଉପୁଜିପାରେ ପାରିବାରିକ ଶାନ୍ତି ଭଙ୍ଗ ହୋଇପାରେ। ସ୍ନେହିଜନଙ୍କ ସହିତ ବିରୋଧ ହୋଇପାରେସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଦରକାର।

ଧନୁଧନୁ ପାଇଁ ଦିନଟି ମଙ୍ଗଳକାରୀ। କାର୍ଯ୍ୟସ୍ଥଳରେ ପ୍ରଶଂସା ମିଳିବବ୍ୟବସାୟରେ ଧନ-ଲାଭ। ପରିବାରରେ ସୁଖ। ସ୍ନେହ-ପ୍ରେମରେ ସାର୍ଥକତା। ମିତ୍ରଙ୍କ ସହିତ ମଙ୍ଗଳମୟ ସମୟ। ଯାତ୍ରାରେ ଲାଭ। ସ୍ୱାସ୍ଥ୍ୟ ଭଲ ରହିବ।

ମକରମକର ପାଇଁ ଦିନଟି ଶୁରହିବଦୀର୍ଘଦିନର କାମ ସାରିପାରିବେ। ବ୍ୟବସାୟରେ ନୂଆ ଯୋଜନା ସଫଳ। ପରିବାରରେ ଖୁସି। ଧନ-ଧାନ୍ୟରେ ବୃଦ୍ଧି। ସ୍ନେହଜନଙ୍କ ସହିତ ଭଲ ସମ୍ପର୍କ। ମିତ୍ରଙ୍କୁ ସହାଯ୍ୟ କରିବାର ସୁଯୋଗ। ଯାତ୍ରାରେ ମଙ୍ଗଳ।

କୁମ୍ଭରାଶି ପାଇଁ ଦିନଟି ଖୁସିଦାୟକ। କାର୍ଯ୍ୟରେ ଉନ୍ନତି । ବ୍ୟବସାୟରେ ଲାଭ। ପରିବାରରେ ସୁଖ-ଶାନ୍ତି। ସ୍ନେହିଜନଙ୍କ ସହିତ ସାର୍ଥକ ସମୟ। ଶିକ୍ଷାରେ ସଫଳତା। ଭ୍ରମଣରେ ଲାଭ ରହିଛି

ମୀନକାର୍ଯ୍ୟରେ ବାଧା ଉପୁଜିପାରେପରିବାରରେ କୌଣସି ବିବାଦ ଦେଖାଦେଇପାରେ। ସ୍ନେହ-ପ୍ରେମରେ ମନୋମାଳିନ୍ୟ। ମାନସିକ ଚାପ ବଢିପାରେ

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

୮୨୪୯୮୨୬୬୮୨