News7 Logo

ଏଣିକି ସରକାରୀ ଅଫିସରେ BSNL ନେଟୱର୍କ ବ୍ୟବହାର ବାଧ୍ୟତାମୂଳକ

NEWS7
BSNL

ଭୁବନେଶ୍ବର ୫।୯: ଏଣିକି ସରକାରୀ ଅଫିସରେ BSNL ନେଟୱର୍କ ବ୍ୟବହାର ବାଧ୍ୟତାମୂଳକ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଚିଠି ଲେଖି ଜଣାଇଛି ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ।

ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍, ବ୍ରଡ୍ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍ ଲାଇନ୍ ସେବା ବ୍ୟବହାର ହେବ ।