ନୂଆପଡ଼ା ୭।୧୧: କମ୍ପୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର । ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ାରେ ନବୀନ ପଟ୍ଟନାୟକ ରୋଡ୍ ଶୋ’ କରିଛନ୍ତି । ଏକ ସ୍ବତନ୍ତ୍ର ବସ୍‌ରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆ ରୋଡ୍ ଏବଂ ନୂଆପଡ଼ା ବ୍ଲକ୍‌ରେ ନବୀନ ରୋଡ୍ ଶୋ’ କରିଛନ୍ତି ।