ଜଗତସିଂହପୁର ୨।୫: ଜଗତସିଂହପୁର ମାହାଳ ହାଟ ନିକଟରେ ଅଘଟଣ । ମହାନଦୀରେ ଭାସିଗଲେ ୮ ଜଣ ଯୁବକ । ମହାନଦୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି । ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
You Can Read:
ପାର୍ଟ ପ୍ଲଟ୍ କଟକଣା କୋହଳ ଏବଂ ଆପାର୍ଟମେଣ୍ଟ ବିକ୍ରି ନିୟମାବଳୀ ସଂଶୋଧନ ଚୂଡ଼ାନ୍ତ ପର୍ଯ୍ୟାୟରେ : ରାଜସ୍ବ ମନ୍ତ୍ରୀ