ସମ୍ବଲପୁର ୨୯।୭: ସମ୍ବଲପୁର ଚାଉଁରପୁର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ନିଖୋଜ । ମହାନଦୀର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି ।
ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲାଥିବା ବେଳେ ପାଣିର ପ୍ରଖର ସ୍ରୋତ ରହିଛି । ଫଳରେ ସେ ତଳକୁ ଭାସିଯାଇଥିବା ଅନୁମାନ କରାଯାଉଛି ।
You Can Read: