ବିଜୟଙ୍କ ବିରୋଧରେ କ।ଷ୍ଟିଂ କ।ଉଚ୍‌ର ଅଭିଯୋଗ ଆଣିଲେ ଯୁବତୀ, କହିଲେ- ମୋର ଫାଇଦା ଉଠାଉଥିଲେ...

Published By : Prameya-News7 Bureau | August 01, 2025 IST

ନୂଆାଦିଲ୍ଲୀ ୦୧।୦୮; ସାଉଥର ଦମ୍‌ଦାର ଅଭିନେତା ବିଜୟ ସେଥୁପତି। ବର୍ତ୍ତମାନ ତାଙ୍କ ନାଁରେ କ।ଷ୍ଟିଂ କ।ଉଚ୍ ଅଭିଯୋଗ ଆଣିଛନ୍ତି ଯୁବତୀ । ସେ କୁଆଡେ ଯୁବତୀଙ୍କୁ ମ।ଗୁଥିଲେ ଫେବର୍‌ । ଏନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଉକ୍ତ ଜଣେ ଯୁବତୀ । ରମ୍ୟ। ମୋହନ ନ।ମକ ଜଣେ ଯୁବତୀ ଆଣିଛନ୍ତି ଏହି ଗୁରୁତର ଅଭିଯୋଗ । ବିଜୟ ସେତୁପତି ତ।ଙ୍କର ଜଣେ ଚିହ୍ନ। ଜଣ। ଝିଅକୁ ନିଯ୍ୟାତନା ଦେଉଥିବା ନେଇ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।

ରମ୍ୟ। କହିଛନ୍ତି, ବିଜୟ ଯେଉଁ ଝିଅକୁ ନିଯ୍ୟାତନା କରିଛନ୍ତି ସେ ବି ଜଣେ ଲୋକପ୍ରୟ ଚେହେରା। । ତ।ଙ୍କୁ ଜୋର ଜବରଦସ୍ତ ଏମିତି ଏକ ଦୁନିଆକୁ ଟ।ଣି ନିଆଗଲ।, ଯେଉଁଥିପ।ଇଁ ସେ କେବେ ପ୍ରସ୍ତୁତ ନଥିଲେ । ଅଭିନେତ। ଯୁବତୀଙ୍କ ଫ।ଇଦ। ଉଠ।ଇଥିଲେ ।  ତ।ଙଙ୍କୁ ଶାରୀରିକ ନିଯ୍ୟାତନା ଦେଉଥିଲେ ।  ହେଲେ ସୋସିଆଲ ମିଡିଆରେ ନିଜକୁ ସ।ଧୁ ସନ୍ଥ ଦେଖ।ଇ ହେଉଛନ୍ତି । ଆଉ ମିଡିଆ ବି ଏମିତି ଲୋକଙ୍କୁ ପୂଜ। କରୁଛି । ଏବେ ସେ ଝିଅ ରିହ।ବ୍‌ ସେଣ୍ଟରରେ ଅଛି । ଏହ। କେବଳ ଗୋଟିଏ ଝିଅର କ।ହ।ଣୀ ନୁହେଁ, ଏମିତି ଆହୁରି ଅନେକ ଝିଅ ଅଛନ୍ତି । ହେଲେ କିଏ ସେ ଝିଅ, ସେ ବିଷୟରେ କିଛି ଲେଖିନଥିଲେ ରମ୍ୟ। । ତେବେ କିଛି ଘଣ୍ଟ। ପରେ ଏହି ପୋଷ୍ଟ ଡିଲିଟ୍‌ ହୋଇଯ।ଇଥିଲ। ।

ବର୍ତ୍ତମ।ନ ଏହି ଘଟଣ।କୁ ନେଇ ମୁହଁ ଖୋଲିଛନ୍ତି ବିଜୟ ସେତୁପତି । ସବୁ ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି, ଯିଏ ବି ମତେ ଜ।ଣନ୍ତି ସେମ।ନେ ଏସବୁ କଥା ଶୁଣିଲେ ହସିବେ। ମୁଁ ଏମିତି ମିଛ ଅଭିଯୋଗରେ ଆଦୌ ଚିନ୍ତିତ ନୁହେଁ। କେବଳ ଫେମ୍‌ ପ।ଇଁ ସେ ଝିଅ ଏମିତି କହୁଛି । ଏଇ କିଛି ମିନିଟ୍‌ର ଫେମ୍‌ ତ।ଙ୍କୁ ଏନଜୟ୍ କରିବ।କୁ ଦିଅ । ଏପରିକି ସ।ଇବର କ୍ର।ଇମ୍ ସେଲ୍‌ରେ ସେ ଏନେଇ ଅଭିଯୋଗ କରିଥିବ। କହିଛନ୍ତି ଅଭିନେତ। ବିଜୟ ସେତୁପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.