LIVE TV

ରାଜଧାନୀରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ପଥଚାରୀ

NEWS7

ଭୁବନେଶ୍ବର ୨୭/୨: ଅପରାହ୍ନ ପ୍ରାୟ ୫ଟା ସମୟ । ରାଜଧାନୀର ଢମଣା ଛକରୁ ଶୈଳଶ୍ରୀ ବିହାର ରାସ୍ତା ବେଶ ଗହଳି ଥିଲା । ରାସ୍ତାରେ କାର,ବସ୍‌, ବାଇକ,ସାଇକେଲ ଯିଏ ଯାହାର ଗନ୍ତବ୍ୟସ୍ଥଳକୁ ଯାଉଥିଲେ । ହଠାତ ସ୍ପିଡରେ ମାଡି ଆସିଥିଲା ଟୟୋଟା କାର୍ । 

କେହି କିଛି ବୁଝିବା ଆଗରୁ ୩ଟି ବାଇକ ଓ ଗୋଟିଏ କାରକୁ ବାଡେଇ ଥିଲା । ତେବେ ଭାଗ୍ୟ ଭଲ କାହାର କିଛି କ୍ଷତି ହୋଇନି । ରାସ୍ତାରେ ଯାଉଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଛାନ୍‌ଭିନ୍‌ ଚଳାଇଛି ।