ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜିତିଲା ବିଜେପି, AAP ଏବଂ କଂଗ୍ରେସ ଧରାଶାୟୀ

NEWS7
pakistans-missile-drone-attack-foiled-how-indias-s-400-sudarshan-chakra-works

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ନିର୍ବାଚିତ ହୋଇଛନ୍ତି। ୧୯୯୬ ପରେ ପ୍ରଥମ ଥର ପାଇଁ ହାତ ଦେଖାଇ ଭୋଟ୍ ଦେବାରେ ବିଜେପି ୧୮ଟି ଭୋଟ୍ ପାଇଥିଲା। ଆପ୍ ୧୧ଟି ଭୋଟ୍ ପାଇଥିଲା। କଂଗ୍ରେସ ୭ଟି ଭୋଟ୍ ପାଇଥିଲା।