ଆସିଲା ତାଲିକା, ଜାଣନ୍ତୁ କିଏ କେଉଁଠି କରିବ ପତାକା ଉତ୍ତୋଳନ...

NEWS7
hundred-million-law-suit-against-modi-and-saha-terminated-my-us-court

ଭୁବନେଶ୍ବର ୨୦।୦୧ : ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ । ଏହି ଅବସରରେ କେଉଁ ମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ ଜାଣନ୍ତୁ ..