ଭୁବନେଶ୍ବର ୧୮୧୧: ତ୍ରୁଟିଶୂନ୍ୟ ଭାବେ ଧାଡ଼ି ଦର୍ଶନ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଧାଡ଼ି ଦର୍ଶନରେ ବ୍ୟବହୃତ ରାମ୍ପକୁ ସୋମବାର ମୁଖ୍ୟ ପ୍ରଶାସକ ଏବଂ ପରିଚାଳନା କମିଟି ସଦସ୍ୟ ଅନୁଧ୍ୟାନ କରିଛନ୍ତି ନାଟ ମଣ୍ଡପରେ ରାମ୍ପ୍ ଲାଗିବା ଏକ ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ ।  ଯାହା ମତାମତ ଅଛି ତାକୁ ଦୃଷ୍ଟିରେ ରଖି କିଛି ପରିବର୍ତ୍ତନ କରାଯିବ

ତ୍ରୁଟିଶୂନ୍ୟ ଭାବେ ଧାଡ଼ି ଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ସରକାର ଶୃଙ୍ଖଳିତ ନୀତିକାନ୍ତି ପାଇଁ ରାମ୍ପକୁ ହଟାଇବା ଏବଂ ସମାନ୍ତରାଳ ଭାବେ ଦର୍ଶନ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି ଏସବୁକୁ ତଦାରଖ ପରେ ଏହା କାର୍ଯ୍ୟକାରୀ କରାଯିବ ମୁଖ୍ୟ ପ୍ରଶାସକ ଏବଂ ପରିଚାଳନା କମିଟି ସଦସ୍ୟ ଯେଉଁ ପ୍ରସ୍ତାବ ଦେଇଛନ୍ତି ଏହାକୁ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।